ଇସ୍ତଫା ଦେଲେ ସିଦ୍ଦରମୈୟା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା । ସାଢ଼େ ସାତ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ସିଦ୍ଦରମୈୟା ନିଜ ପଦ ଛାଡ଼ିଛନ୍ତି । ଆଜି ବେଙ୍ଗଲୁରୁ ସେ ଲୋକଭବନରେ ପହଁଚି ନିଜ ଇସ୍ତଫା ଦେଇଥିବା ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ସିଦ୍ଦରମୈୟା ।

Leave a Reply

Your email address will not be published. Required fields are marked *