Tag: resign

Nitin Naveen Resigns: ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ

ବିଧାୟକ ପଦରୁ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଇସ୍ତଫା ଦେଇଛନ୍ତି । ଦୁଇ ସପ୍ତାହ ପୂର୍ବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିହାରର ବାଙ୍କିପୁରର ବିଧାୟକ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିହାର ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି…

ଇସ୍ତଫା ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !

ଆଜି ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ଦଳ ଭିତରେ ଆଭ୍ଯନ୍ତରୀଣ କନ୍ଦଳ କାରଣରୁ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଜଷ୍ଟିନ ହେଉଛନ୍ତି କାନାଡାର ୨୩ତମ ପ୍ରଧାନମନ୍ତ୍ରୀ । ଜଷ୍ଟିନ ୨୦୧୫ରୁ କାନାଡାର ପ୍ରଧାନମନ୍ତ୍ରୀ ଅଛନ୍ତି। ସେ…

ନେତାଙ୍କୁ ଅଣଦେଖା କରିବା ବିଜେଡି ହାରିବାର କାରଣ; ପ୍ରଭୁ ଜଗନ୍ନାଥ ଠିକ୍‌ ବିଚାର କରିଛନ୍ତି: ସୁନନ୍ଦା

ନିର୍ବାଚନ ହାରିବା ପରଠୁ ରାଜ୍ୟରେ ବିଜେଡିରେ ଦଳକନ୍ଦଳ ବାରମ୍ବାର ଦେଖିବାକୁ ମିଳୁଛି । ଅସନ୍ତୋଷ ପ୍ରକାଶ କରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡିବାରେ ଲାଗିଛନ୍ତି । ଅନେକ ନେତା ଦଳ ଛାଡିଥିବା ବେଳେ ଗତକାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ

୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେ ୨୦୨୦ ମସିହାରୁ ଏହି ଦାୟିତ୍ୱରେ ଥିବା ବେଳେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୦ ଡିସେମ୍ବର…