ଯାଜପୁରର ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପିହୁ ନିଖୋଜ ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଯାଜପୁର ସାଂସଦ। ଏ ନେଇ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ନିଖୋଜ ଶିଶୁର ସନ୍ଧାନ ପାଇଁ ଏବଂ ଘଟଣାର ଏକ ନିରପେକ୍ଷ ତଥା ନୂତନ ତଦନ୍ତ ପାଇଁ ମାମଲାଟିକୁ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଛନ୍ତି।

 

 

Leave a Reply

Your email address will not be published. Required fields are marked *