ଭଦ୍ରକ ଚରମ୍ପା ରେଳ ଷ୍ଟେସନରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ୩ ନମ୍ବର ପ୍ଲାଟଫର୍ମର ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ରେଲୱେ ପୋଲିସ । ତେବେ ଯୁବକ କାହିଁକି ଆତ୍ମହତ୍ୟା କଲେ ଏହାର କାରଣ ଜଣା ପଡ଼ି ନଥିବା ବେଳେ ଯୁବକ ଘର କିସାନଗଞ୍ଜ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *