CMOରୁ ଫାଇଲ୍ ଗାଏବ ଘଟଣାରେ କମିଶନରେଟ୍ ପୋଲିସର ସମନ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିଶନ ରିପୋର୍ଟ ହଜିବା ମାମଲାରେ କମିଶନରେଟ୍ ପୋଲିସ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ଏବଂ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ କରିଛି। ପୋଲିସ ଉଭୟ ଅଧିକାରୀଙ୍କୁ ତିନି ଦିନ ମଧ୍ୟରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହୋଇ ନିଖୋଜ ଫାଇଲ୍ ସମ୍ପର୍କରେ ସୂଚନା ଦେବାକୁ କହିଛି। ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସ ଏହି ମାମଲା ରୁଜୁ କରିଛି। Post navigation बंगाल में ममता बनर्जी को बड़ा झटका, मदन मित्रा ने भी छोड़ा साथ ICC revamps ODI and T20 World Cup formats, introduces Super 7 and Super 10