Category: ରାଜନୀତି

ଷୋଡଶ ବିଧାନସଭାର ଶେଷ ଅଧିବେଶନ ପାଇଁ ବିଜେପି ବିଧାୟକ ଦଳ ବୈଠକ 

ଭୁବନେଶ୍ୱର: ଆଜିଠୁ ଷୋଡଶ ବିଧାନସଭାର ଶେଷ ଅଧିବେସନ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଜନପ୍ରସଙ୍ଗ, ସାଧାରଣ ଲୋକଙ୍କ ମୈାଳିକ ସମସ୍ୟା ଏବଂ ସାଂପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭା ଅଧିବେସନରେ ପୁଙ୍କାନୁପୁଙ୍ଖ ଆଲୋଚନା କରିବା ସହିତ…

ମୋଦୀଙ୍କ ଓଡ଼ିଶା ଗସ୍ତ; ଓଡ଼ିଶାରେ ଭାଜପା ନା ବିଜେଡି କରିବ ରାଜ? ଦ୍ଵନ୍ଦ ଦୂର କଲେନି ମୋଦୀ

ଭୁବନେଶ୍ୱର: ପାଖେଇଆସୁଛି ଲୋକସଭା ନିର୍ବାଚନ। ନିର୍ବାଚନକୁ ନେଇ ବିଭିନ୍ନ ଦଳ ମଧ୍ୟ ସେହି ଭଳି ପ୍ରଚାର କରିବା ଆରମ୍ଭ କରିଛନ୍ତି। ବିରୋଧୀ ଦଳ ମଧ୍ୟ ଆଖି ଦେଖାଇ ବସିଛନ୍ତି କିଭଳି ଶାସକ ଦଳକୁ ନିଚା ଦେଖେଇବେ। ଏଇ ସବୁ ଭିତରେ ଚର୍ଚ୍ଚାରେ…

ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି; ଓଡ଼ିଶାର ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ

ସମ୍ବଲପୁର: ସମ୍ବଲପୁର ରେମେଡ୍‌ ସଭାରେ ଆଜି ମୋଦୀ ଜନସାଧାରଣଙ୍କୁ ଭରୋଷା ଦେଇ କହିଛନ୍ତି ଯେ ଯାହାର କେହି ନାହାନ୍ତି ତାର ମୋଦୀ ଅଛନ୍ତି। ଖାଲି ଏତିକି ଯେ ତାହାନୁହେଁ ମୋଦି ଆହୁରି କହିଛନ୍ତି, ଆମ ସରକାର ଓଡ଼ିଶାର ବିକାଶ ପାଇଁ ଅହରହ…

ନବୀନ ସରକାରଙ୍କୁ ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା…

କଂଗ୍ରେସର ନୂଆ ଫର୍ମୁଲା: ଅନଲାଇନ ଟିକେଟ ଆବେଦନ

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନେଇ କଂଗ୍ରେସର ବଡ଼ ଘୋଷଣା। କଂଗ୍ରେସ ଟିକେଟ ନେଇ ପିସିସି ପ୍ରଭାରୀ ଅଜୟ କୁମାରଙ୍କ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ।…

କେନ୍ଦ୍ରୀୟ ବଜେଟକୁ ନେଇ ଖୁସି ପ୍ରକାଶ କରିଛନ୍ତି ମନମୋହନ ସାମଲ

ଭୁବନେଶ୍ୱର: ଆଜି ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ କେବଳ ମଧ୍ୟବିତକାଳିନ ବଜେଟ୍ ନୁହେଁ, ବରଂ ଏହା ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍ । ବିଗତ ୧୦ବର୍ଷ ଭିତରେ ବିକଶିତ ଭାରତର ସ୍ୱପ୍ନକୁ ଆଖି ଆଗରେ ରଖି ଓ ୨୦୪୭ ମସିହା ସୁଦ୍ଧା…

ନରସିଂହ ମିଶ୍ର ଲଢ଼ିବେନି ନିର୍ବାଚନ, ପୁଅକୁ ଘୋଷଣା କଲେ ଉତ୍ତରାଧିକାରୀ

ଭୁବନେଶ୍ଵର: ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରୁ ୨୦୨୪ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତାଙ୍କ ବଦଳରେ ତାଙ୍କ ପୁଅ ସୌମେନ୍ଦ୍ର ମିଶ୍ର ବିଧାନସଭା ନିର୍ବାଚନ ଲଢ଼ିବେ। ଏନେଇ ବଲାଙ୍ଗୀରରେ ହୋଇଥିବା କମିଟି ମିଟିଂରେ ଏହା ନିଷ୍ପତି ହୋଇଛି। ଏଆଇସିସିକୁ…

ବିଜେପି ପ୍ରାର୍ଥୀ ମନୋଜ ସୋନକର ଜିତିଲେ ଚଣ୍ଡୀଗଡ଼ ମେୟର ନିର୍ବାଚନ

ଚଣ୍ଡିଗଡ: ବିଜେପିର ମନୋଜ ସୋନକର ନୂତନ ଚଣ୍ଡୀଗଡ଼ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ବିଜେପି ୧୬ ଭୋଟ୍ ପାଇଥିବାବେଳେ କଂଗ୍ରେସ ଓ ଆପ ମିଳିତ ପ୍ରାର୍ଥୀ ୧୨ ଭୋଟ୍ ପାଇଛନ୍ତି । ୮ଟି ଭୋଟ ନାକଚ ହୋଇଥିବା ସୂଚନା ମିଳିଛି ।…

ବିଜେପି ମୁଖପାତ୍ର, ପ୍ୟାନେଲିଷ୍ଟ ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟ ବିଜେପିର ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ମିଡିଆ ସଂଯୋଜକଙ୍କ ନାମ ତାଲିକା ଘୋଷଣା ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଏହାକୁ ଅନୁମୋଦନ କରିଛନ୍ତି । ତାଲିକାରେ ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଅଛନ୍ତି ।…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କିଛି ଏମିତି କହିଲେ ଖଡ଼ଗେ

ଭୁବନେଶ୍ୱର: ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ କରିଛି, ଆଜି ଓଡିଶା ବଞ୍ଚାଅ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଖଡ଼ଗେ | ସେ କହିଛନ୍ତି ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି…