ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର। ‘ପ୍ରଥମ ପର୍ଯାୟରେ ବିଜେଡି ବିପୁଳ ସମର୍ଥନ ପାଉଛି’,‘ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଓହ୍ଲାଇଲେ ତାର ପ୍ରଭାବ ପଡୁଛି,ଅନ୍ୟ ରାଜ୍ୟରେ ବିଜେପିକୁ ସଫଳତା ମିଳୁନଥିବାରୁ ଓଡ଼ିଶା ଉପରେ ଫୋକସ କରୁଛନ୍ତି ବିଜେପି ନେତା। ହେଲେ ଯିଏ ଆସିଲେ ବି କିଛି ପ୍ରଭାବ ପଡ଼ିବ ନାହିଁ ଏଥର ପୁଣି ଓଡ଼ିଶାରେ ବିଜେଡି ସରକାର ଗଢ଼ିବ ବୋଲି ଦେବୀ ମିଶ୍ର କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *