ଦେଶ ରାଜ୍ୟ Liver Transplant Unit At AIIMS Bhubaneswar: ଏମ୍ସ ଭୁବନେଶ୍ୱରରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମ ଉଦଘାଟିତ February 23, 2026 Nirvay ଓଡ଼ିଶା ଏବଂ ପୂର୍ବ ଭାରତର ସ୍ୱାସ୍ଥ୍ୟସେବା ପରିଦୃଶ୍ୟକୁ ଏକ ନୂତନ ଦିଶା ଦେବା ସହିତ, ଏମ୍ସ ଭୁବନେଶ୍ୱର ସଫଳତାର ସହିତ ଏକ ଅତ୍ୟାଧୁନିକ ଯକୃତ ପ୍ରତିରୋପଣ(ଲିଭର ଟ୍ରାନ୍ସପ୍ଲାଣ୍ଟ୍) କାର୍ଯ୍ୟକ୍ରମ ସହିତ ଏକ ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ବ୍ୟବସ୍ଥା ଆରମ୍ଭ କରିଛି ।…
ତାଜା ଖବର ଦେଶ ବିଶ୍ୱ Mexico Violence: ମେକ୍ସିକୋରେ ହିଂସା; ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଆଡ୍ଭାଇଜାରି February 23, 2026 Papirani ମେକ୍ସିକୋରେ ଉତ୍ତେଜନା, ପୋଡ଼ାଜଳା ଓ ହିଂସା। ମେକ୍ସିକୋର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ଏଲ୍ ମେଞ୍ଚୋଙ୍କ ମୃତ୍ୟୁ ପରେ ରାଜ୍ୟର ପରିସ୍ଥିତି ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଆଡ୍ଭାଇଜାରି ଜାରି ହୋଇଛି । ମେକ୍ସିକୋରେ…
ତାଜା ଖବର ଦେଶ ରାଜନୀତି Mukul Roy Passes Away: ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କ ପରଲୋକ February 23, 2026 Papirani ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କ ପରଲୋକ । କୋଲକାତାର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମଧ୍ୟ ରାତି ପ୍ରାୟ ୧ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା ।…
ତାଜା ଖବର ଦେଶ ରାଜ୍ୟ Mann ki Baat: ମନ୍ କି ବାତ୍ରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ February 22, 2026 Papirani ଆଜି ମନ କି ବାତର ୧୩୧ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଓଡିଶା ଚାଷୀ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି ମୋଦି। ମୋଦି କହିଛନ୍ତି ଯୁବ ଚାଷୀ ହିରୋଦ ପଟେଲ…
ତାଜା ଖବର ଦେଶ Mann Ki Baat: ବ୍ୟାଙ୍କ ଡାଟା କାହାକୁ ନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ February 22, 2026 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତର ୧୩୧ତମ ଏପିସୋଡ୍ରେ ଦେଶବାସୀଙ୍କ ସହ ସିଧାସଳଖ କଥା ହୋଇ ଡିଜିଟାଲ କାରବାର,ବ୍ୟାଙ୍କିଙ୍ଗ ସେବା ଏବଂ ସାଇବର ସୁରକ୍ଷା ଭଳି ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ସାଇବର ସୁରକ୍ଷା ଉପରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ…
ତାଜା ଖବର ଦେଶ ରାଜନୀତି Bhupen Borah Joins BJP: ବିଜେପିରେ ମିଶିଲେ ଭୂପେନ ବୋରା February 22, 2026 Papirani ଭାରତୀୟ ଜନତା ପାର୍ଟିରେ ମିଶିଲେ ଭୂପେନ ବୋରା । ଆସାମ ପ୍ରଦେଶ କଂଗ୍ରେସ କମିଟି (ଏପିସିସି)ର ପୂର୍ବତନ ଅଧ୍ୟକ୍ଷ ଭୂପେନ କୁମାର ବୋରାହ ରବିବାର ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି । ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ…
ଦେଶ ରାଜ୍ୟ Foundation Day Of Arunachal Pradesh, Mizoram: ଲୋକ ଭବନରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ପ୍ରତିଷ୍ଠା ଦିବସ ପାଳିତ February 20, 2026 Nirvay ବିବିଧତାରେ ଏକତା ହେଉଛି ଦେଶର ଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପପତି କହିଛନ୍ତି । ଶୁକ୍ରବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲଠାରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେରେ ରାଜ୍ୟପାଳ…
ଦେଶ ବିଶ୍ୱ India AI Impact Summit 2026: ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ବିଶ୍ୱ ନେତାଙ୍କ ମହାମେଳି February 19, 2026 Nirvay ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏକାଠି ହୋଇଛନ୍ତି । ସମ୍ମିଳନୀରେ ଶ୍ରୀଲଙ୍କା, ସ୍ପେନ୍, ଇଷ୍ଟୋନିଆ ରାଷ୍ଟ୍ରପତି ଯୋଗ ଦେଇଛନ୍ତି ।…
ତାଜା ଖବର ଦେଶ ରାଜନୀତି ରାଜ୍ୟ Rajya Sabha Polls: ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ February 18, 2026 Nirvay ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ୧୬ ମାର୍ଚ୍ଚ, ୨୦୨୬ ରେ ଓଡ଼ିଶା ସମେତ ୧୦ ଟି ରାଜ୍ୟରେ ୩୭ ଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଇସିଆଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ୨୬ ଫେବୃଆରୀରେ…
ତାଜା ଖବର ଦେଶ CBSE Board Exams 2026: ଆସନ୍ତାକାଲି ଆରମ୍ଭ ହେବ CBSE ପରୀକ୍ଷା; ସକାଳ ୧୦ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ February 16, 2026 Papirani ଆସନ୍ତାକାଲି ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଓ ଦ୍ୱାଦଶ ପରୀକ୍ଷା। ଚଳିତ ଥର ୪୬ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହା ପୂର୍ବରୁ ନିୟମକୁ କଡ଼ାକଡ଼ି କରିଛି ସିବିଏସସି। CBSE…