ଦେଶ ରାଜ୍ୟ 15th Finance Commission: ଓଡିଶାକୁ ପଞ୍ଚଦଶ ଅର୍ଥ କମିଶନଙ୍କ ୪୪୪ କୋଟି ଟଙ୍କା ମଞ୍ଜୁର November 3, 2025 Nirvay କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଅଧୀନରେ ୪୪୪ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ୨୦ଟି ଯୋଗ୍ୟ ଜିଲ୍ଲା ପଞ୍ଚାୟତ (ଜିଲ୍ଲା…
ତାଜା ଖବର ଦେଶ LVM3-M5: ଇତିହାସ ସୃଷ୍ଟି କଲା ଇସ୍ରୋ; ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା LVM3 ଲଞ୍ଚ ଭେହିକଲ November 2, 2025 Papirani ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ସୃଷ୍ଟି କଲା ଇତିହାସ। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଉତକ୍ଷେପଣ କରିଛି LVM3 ଲଞ୍ଚ ଭେହିକଲ। LVM3ରେ ପଠାଯାଇଛି Gsat-7RI ଏହି ଉପଗ୍ରହର ସାଂକେତିକ ନାମ ରହିଛି CMS 03…
ଖେଳ ତାଜା ଖବର ଦେଶ ICC Women’s World Cup Final: ମହିଳା ବିଶ୍ୱକପ୍ ଫାଇନାଲ: ଭାରତକୁ ଟକ୍କର ଦେବ ଦକ୍ଷିଣ ଆଫ୍ରିକା November 2, 2025 Papirani ଆଜି ICC ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ଫାଇନାଲ। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ହେବ ଟକ୍କର । ନାଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଅପରାହ୍ଣ ୩ଟାରେ ଖେଳାଯିବ ମ୍ୟାଚ । ଭାରତ କିମ୍ବା ଦକ୍ଷିଣ…
ତାଜା ଖବର ଦେଶ ISRO: ଇତିହାସ ରଚିବା ଅଭିମୁଖେ ଇସ୍ରୋ: କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ November 2, 2025 Papirani ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଦେଶର ସବୁଠାରୁ ଭାରୀ ଯୋଗାଯୋଗ ଉପଗ୍ରହ ‘CMS-03’ ଉତ୍କ୍ଷେପଣ କରିବାକୁ ପ୍ରସ୍ତୁତ କରିଛି । ଦେଶର ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5 ସହାୟତାରେ ପଠାଯିବ।…
ତାଜା ଖବର ଦେଶ ରାଜନୀତି Bihar Election: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜାରି ହେଲା ସଙ୍କଳ୍ପ ପତ୍ର October 31, 2025 Papirani ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଆଜି ଏହାର ମିଳିତ ଇସ୍ତାହାର ପ୍ରକାଶ କରିଛି। ବିରୋଧୀ ମେଣ୍ଟର ‘ତେଜସ୍ୱୀ ପ୍ରଣ’ ପରେ ଏନଡିଏ ଏବେ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏନଡିଏ ନିଜ…
ତାଜା ଖବର ଦେଶ Mumbai Hostage Case: ମୁମ୍ବାଇ ମୁଣ୍ଡଜାମିନ ଘଟଣା: ୧୭ ପିଲା ସୁରକ୍ଷିତ ଉଦ୍ଧାର October 30, 2025 Papirani ମୁମ୍ବାଇ ମୁଣ୍ଡଜାମିନ ଘଟଣାରେ ୧୭ ପିଲା ସୁରକ୍ଷିତ ଉଦ୍ଧାର । ୩ ଘଣ୍ଟାର ହାଇଡ୍ରାମା ପରେ ପୁଲିସ ଗୁଳିରେ ପିଲାଙ୍କୁ ପଣବନ୍ଦୀ ରଖି ଆତଙ୍କ ସୃଷ୍ଟି କରିଥିବା ରୋହିତ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତି ପୋଲିସ ଗୁଳିରେ ମୃତ ହୋଇଛି। ପୱାଇର…
ତାଜା ଖବର ଦେଶ CBSE Exam: ଫେବ୍ରୁଆରୀ ୧୭ରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା October 30, 2025 Papirani କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପରୀକ୍ଷା ତାରିଖ ପ୍ରକାଶ ପାଇଛି।ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା । ଏ ନେଇ CBSE ପକ୍ଷରୁ ପ୍ରକାଶ ପାଇଲା…
ତାଜା ଖବର ଦେଶ ରାଜ୍ୟ One Nation One Uniform: ଖୁବଶୀଘ୍ର ଲାଗୁ ହେବ ୱାନ୍ ନେସନ ୱାନ୍ ପୋଲିସ ୟୁନିଫର୍ମ ପଲିସି October 30, 2025 Papirani ଦେଶରେ ଏଣିକି ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସ ୟୁନିଫର୍ମ ଆଉ ରହିବ ନାହିଁ । ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ତଥ୍ୟ ମାଗିଛି…
ଖେଳ ତାଜା ଖବର ଦେଶ ବିଶ୍ୱ Rohit Sharma Tops ICC ODI Rankings: ବିଶ୍ୱର ୧ ନମ୍ବର ODI ବ୍ୟାଟସମ୍ୟାନ୍ ହେଲେ ରୋହିତ୍ ଶର୍ମା October 29, 2025 Nirvay ଅଷ୍ଟ୍ରେଲିଆ ODI ଜରିଆରେ ରୋହିତ ଶର୍ମାଙ୍କ ଜବରଦସ୍ତ କମ୍ବ୍ୟାକ୍ । ଭାରତୀୟ ଓପନର ରୋହିତ ଶର୍ମା ଆଜି ଇତିହାସ ସୃଷ୍ଟି କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ୱାରା ପ୍ରକାଶିତ ODI ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ୍ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି…
ତାଜା ଖବର ଦେଶ MaoistSurrender: ଆତ୍ମସମର୍ପଣ କଲେ ୨ ମାଓ ନେତା; ନାଁରେ ଥିଲା ଦେଢ କୋଟିରୁ ଅଧିକ ଟଙ୍କା ପୁରସ୍କାର October 29, 2025 Papirani ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା ।ହାର୍ଡକୋର୍ ସେଣ୍ଟ୍ରାଲ୍ କମିଟି ମେମ୍ବର ପୁଲୁରି ରାଓଙ୍କ ସମେତ ଷ୍ଟେଟ୍ କମିଟି ମେମ୍ବର ବାଣ୍ଡି ପ୍ରକାଶ ଓରଫ୍ ପ୍ରଭାତଙ୍କ ଆତ୍ମସମର୍ପଣ । ୨ ମାଓ ନେତାଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର…