ଭୂମିକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ରିପୋର୍ଟ କରିଛି ଯେ ରବିବାର ସକାଳ ପ୍ରାୟ ୪ଟା ୧୪ରେ ଦିଲ୍ଲୀର ଉତ୍ତର ଜିଲ୍ଲାରେ ଭୂମିକମ୍ପ ହୋଇଛି। ଭୂମିକମ୍ପର ତୀବ୍ରତା ୨.୯ ଥିଲା ଏବଂ ଗଭୀରତା ୮ କିଲୋମିଟର ମାପ କରାଯାଇଥିଲା। Post navigation ACF Soumya Ranjan Death Case: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ତତ୍କାଳୀନ DFO ନିଲମ୍ବିତ Nasha Mukt Yuva Abhiyan: ଓଡ଼ିଶାରେ ଶୁଭାରମ୍ଭ ହେଲା ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନର