ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ‘ସେବା ସଂକଳ୍ପ ଅଭିଯାନ’ ବୈଠକ ଆରମ୍ଭ ହୋଇଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ଓ ଦଳର ବରିଷ୍ଠ ରାଜ୍ୟ ପଦାଧିକାରୀ, କାର୍ଯ୍ୟକର୍ତ୍ତାମାନେ ଏଥିରେ ଯୋଗ ଦେଇଛନ୍ତି। Post navigation Jagannath Animation Film Row: ମହାପ୍ରଭୁ ଜଗନ୍ନାଥ ଆନିମେସନ୍ ଫିଲ୍ମ ପ୍ରସଙ୍ଗ; ଶାସ୍ତ୍ର ବିରୋଧୀ ଦର୍ଶାଇ କ୍ଷୋଭ ପ୍ରକାଶ କଲେ ମୁକ୍ତିମଣ୍ଡପ ପଣ୍ଡିତ ସଭା Cuttack Bali Jatra 2026: ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପଠାଯାଇଛି ପ୍ରସ୍ତାବ: କଟକ ଜିଲ୍ଲାପାଳ