Author: Papirani

Chilika Dolphin Census: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା

ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା। ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡ଼ାରେ ଡଲଫିନ୍ ଗଣନା ଚାଲିବ। ଡଲଫିନ୍ ଗଣନା ପାଇଁ ୧୮ଟି ସ୍ୱତନ୍ତ୍ର ଟିମ ଗଠନ ହେଲା। ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫…

Nuapada BDO Assaulted: ନୂଆପଡ଼ା BDOଙ୍କୁ ମାଡ଼

ନୂଆପଡ଼ା ବିଡିଓଙ୍କୁ ମାଡ଼ । ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ନୂଆପଡ଼ା ବିଡିଓଙ୍କୁ ବିଚରାସ୍ତାରେ ମାଡ଼ । ଏହାପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଡିଓ ରୋହିତ ଭୋଇ । ଆଜି କିଛି ଯୁବକ ବ୍ଲକ କାର୍ଯ୍ୟାଳୟକୁ ଆସି ତାଙ୍କୁ ମାଡ ମାରିଥିବା…

Shreemayee Target BJD: ଶ୍ରୀମୟୀଙ୍କ ବିଶ୍ବାସଘାତକ ତୀର; ବିଭିନ୍ନ ପ୍ରଶ୍ନ ବାଣରେ ବିଜେଡିକୁ କଲେ ଘାଇଲା

ବିଜେଡିର ଦୁଇ ବିଧାୟକଙ୍କ ନିଲମ୍ବନ ପରେ ରାଜ୍ୟ ରାଜନୀତିରେ ବୟାନ ବାଜି ଜାରି ରହିଛି । ଏହାରି ମଧ୍ୟରେ ବିଜେଡିକୁ ପୁଣି ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ୍। ଏଥର ସୋସିଆଲ ମିଡିଆରେ ଦଳର ସଭାପତିଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିବା ସହ ଓ ପାଣ୍ଡିଆନଙ୍କୁ…

Two High-Speed Trains Collide In Spain: ବାହାନଗା ଭଳି ସ୍ପେନରେ ୨ଟି ହାଇସ୍ପିଡ୍ ଟ୍ରେନ୍ ଦୁର୍ଘଟଣା; ୨୧ ଯାତ୍ରୀ ମୃତ

ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ପିଟିହେଲେ ୨ଟି ହାଇସ୍ପିଡ୍ ଟ୍ରେନ୍। ଏଥିରେ ୨୧ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ସ୍ପେନର ରେଳ ଏଜେନ୍ସି, ଏଡିଆଇଏଫ୍‌…

BJP National President Election: ଆଜିଠୁ ବିଜେପି ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା

ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ । ଆଜି ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ହେବ । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ…

Jagatsinghpur Bus Strike: ୫ଦିନ ପରେ ଜଗତସିଂହପୁରରୁ ଗଡ଼ିଲା ବସ୍

ଦୀର୍ଘ ୫ ଦିନ ପରେ ବସ୍ ଚଳାଚଳ ହେଲା ସ୍ୱାଭାବିକ ।ଜଗତସିଂହପୁର ଘରୋଇ ବସ୍ ମାଲିକ ସଂଘର ଚକା ବନ୍ଦ ଆନ୍ଦୋଳନ ସ୍ଥଗିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବାକୁ ବିରୋଧ କରି ପାରାଦୀପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡାକରା ଦିଆଯାଇଥିବା…

Mahanadi Water Dispute: ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି

ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସେ କହିଛନ୍ତି ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି। ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧…

Mobile Ban Imposed On Sevayats : ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା କଟକଣା; ଖୋଲାଖୋଲି କରିପାରିବେନି ମୋବାଇଲ୍ ବ୍ୟବହାର

ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା । ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ମନ୍ଦିର ଭିତରେ ଖୋଲାଖୋଲି ମୋବାଇଲ୍ ବ୍ୟବହାର…

Rourkela Plane Crash: ରଉରକେଲା ପ୍ଲେନ୍ କ୍ରାସ୍ ଘଟଣା: ଜଣେ ମୃତ

ରାଉରକେଲାରେ ଚାର୍ଟର୍ ବିମାନ ଦୁର୍ଘଟଣାର ଆଠ ଦିନ ପରେ ଜଣେ ଯାତ୍ରୀ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ । ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୁଶାନ୍ତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ…

Lenin alleges Mid-Day Ops: ବିଜେଡିକୁ ଦୁର୍ବଳ କରିବାକୁ ଯୋଜନା ହୋଇଥିଲା ମିଡ୍ ଡେ’ ଅପରେସନ୍: ଲେନିନ୍ ମହାନ୍ତି

ବିଜେଡିକୁ ଦୁର୍ବଳ କରିବାକୁ ଯୋଜନା ହୋଇଥିଲା ମିଡ୍ ଡେ’ ଅପରେସନ୍। ପୂର୍ବରୁ ‘ମିଡ୍ ନାଇଟ୍ ଅପରେସନ ଫେଲ୍ ହୋଇଥିଲା, ଏବେ ମିଡ୍ ଡେ’ ଅପରେସନ ବି ଫେଲ୍’ ହୋଇଛି। ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ବୟାନ ଏହି ଚର୍ଚ୍ଚାକୁ ସରଗରମ କରିଦେଇଛି…