ଧାର୍ଯ୍ୟ ଦର ଠାରୁ ଅଧିକ ବସ୍‌ ଭଡ଼ା ନେଲେ ହେବ ଆକ୍ସନ । ଏ ନେଇ ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେ କହିଛନ୍ତି ତେଲ ଦର ବୃଦ୍ଧି ପରେ ବସ୍‌ ଭଡ଼ା ଅଧିକ ନେଉଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଆଗରୁ ୨% ଭଡ଼ା ବୃଦ୍ଧି ହୋଇଛି । ଧାର୍ଯ୍ୟ ହୋଇଥିବା ଦର ଠାରୁ ଅଧିକ ବସ୍‌ ଭଡ଼ା ନେଲେ ହେବ ଆକ୍ସନ ।

ଅନ୍ୟପଟେ ଭଡ଼ା ନ ବଢ଼ିଲେ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଛନ୍ତି ବସ ସଂଘ ସମ୍ପାଦକ ।

Leave a Reply

Your email address will not be published. Required fields are marked *