୧୮ରେ ଶ୍ରୀମନ୍ଦିର ମଧ୍ୟରେ ହେବ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI)ର ମିଳିତ ସର୍ଭେ । ଓଡ଼ିଶା ସରକାର ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ମିଳିତ ବୈଷୟିକ ଯାଞ୍ଚ ପାଇଁ ସ୍ଥିର କରିଛନ୍ତି। ୧୮ ଜୁଲାଇ ପୂର୍ବାହ୍ନ ୧୦ଟା ୩୦ଟାରେ ଶ୍ରୀମନ୍ଦିରର ମିଳିତ ବୈଷୟିକ ଯାଞ୍ଚ କରାଯିବ। ଏଥିରେ ଗର୍ଭଗୃହ, ଜଗମୋହନ ଓ ନାଟ୍ୟମଣ୍ଡପର ସର୍ଭେ କରାଯିବ ନେଇ ଜଣାପଡିଛି।

Leave a Reply

Your email address will not be published. Required fields are marked *

loader