Tag: ASI

Puri Jagannath Temple Survey: ୧୮ରେ ଶ୍ରୀମନ୍ଦିର ମଧ୍ୟରେ ASI ଓ SJTAର ମିଳିତ ସର୍ଭେ

୧୮ରେ ଶ୍ରୀମନ୍ଦିର ମଧ୍ୟରେ ହେବ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI)ର ମିଳିତ ସର୍ଭେ । ଓଡ଼ିଶା ସରକାର ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ମିଳିତ ବୈଷୟିକ ଯାଞ୍ଚ ପାଇଁ ସ୍ଥିର କରିଛନ୍ତି।…

ASI Arrested: ଲାଞ୍ଚ ନେଇ ଗିରଫ ହେଲେ ଏଏସଆଇ ଅରୂପାନନ୍ଦ ଦାସ ଗିରଫ; ଘରୁ ମିଳିଲା ୩.୩୧ଲକ୍ଷ ଟଙ୍କା

ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ପୋଲିସ ଷ୍ଟେସନର ସହକାରୀ ସବ-ଇନ୍ସପେକ୍ଟର ଅରୂପା ନନ୍ଦ ଦାସ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ରାସ୍ତାପାର୍ଶ୍ୱରେ ଥିବା ଏକ ଢାବାର ମାଲିକଙ୍କ ଠାରୁ ମଦ ଦୋକାନ ଚଳାଇବା ପାଇଁ ୨୫ହଜାର ଟଙ୍କା…

Police Reshuffle: ଅଳକୁଣ୍ଡ ଥାନାର ଆଇଆଇସି ଓ ଏଏସଆଇଙ୍କୁ ବଦଳି କଲେ ଏସ୍‌ପି

ଅଳକୁଣ୍ଡ ଥାନାର ଆଇଆଇସି ଓ ଏଏସଆଇଙ୍କୁ ବଦଳି କଲେ ଏସ୍‌ପି । ଆଇଆଇସି ଦେବାଶିଷ ଶତପଥୀ ଓ ଏଏସଆଇ ପ୍ରକାଶ ସିଂହଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି । ଏକ ମାମଲାର ଚାର୍ଜସିଟ୍‌କୁ ନେଇ ୨ ଜଣ ହାତାହାତି ହୋଇଥିଲେ । ଏସଡିପିଓ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁରର ମହିଳା ଥାନା ଏଏସଆଇ ବବିତା ସୁନା

ଲାଞ୍ଚ ନେଇ ଧରା ପଡିଲେ ବ୍ରହ୍ମପୁରର ମହିଳା ଥାନା ଏଏସଆଇ ବବିତା ସୁନା। ଏକ ମାମଲାର ରଫାଦଫା ପାଇଁ ୧୦ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ଧରିଥିଲା ଭିଜିଲାନ୍ସ। ବବିତା ସୁନାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ନିଜ ହେପାଜତକୁ…

ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଭବାନୀପାଟଣା ଜୁନାଗଡ଼ ଜାତୀୟ ରାଜପଥ ୨୬ ଉପରେ ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ନିକଟରେ ଦରପୋଡ଼ା ବାଇକ ମଧ୍ୟ ପଡ଼ି ରହିଛି। କେଗାଁ ଥାନା ଏଏସଆଇ ପବିତ୍ର କିଛିଦିନ ହେବ ଭବାନୀପାଟଣା…

ଭିଜିଲାନ୍ସ ଜାଲରେ ଏଏସଆଇ

ଭିଜିଲାନ୍ସ ଜାଲରେ ଏଏସଆଇ । ଲଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ତିଗିରିଆ ଥାନା ଏଏସଆଇ ପ୍ରଦୀପ କୁମାର ବେହେରା। ଏକ ଫୌଜଦାରୀ ମାମଲାର ରଫାଦଫା ନିମନ୍ତେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ପ୍ରଦୀପଙ୍କୁ…

ଭିଜିଲାନ୍ସ ଜାଲରେ ଏଏସ୍ଆଇ

ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସ୍ଆଇଙ୍କୁ ଲାଞ୍ଚ ନେବାବେଳେ ଏଏସ୍ଆଇ ବୁଡୁ ଭୋଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହା ପରେ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଲାଞ୍ଚୁଆ ଏଏସଆଇ ଫେରାର

ପୁଣି ଭିଜିଲାନ୍ସ ପଞ୍ଜାରେ ସରକାରୀ ବାବୁ। ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଲେ କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ। ତେବେ ଏଏସଆଇଙ୍କ ପାଇଁ ୩୫୦୦ ଟଙ୍କା ଗ୍ରାମରକ୍ଷୀ ଲାଞ୍ଚ ନେଉଥିବା ମାଡି ବସିଥିଲା ଭିଜିଲାନ୍ସ। କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ…

ଆଜିଠୁ ରତ୍ନଭଣ୍ଡାର ସର୍ଭେ ପାଇଁ ୩ଦିନ ଦର୍ଶନ ବନ୍ଦ

ଆଜିଠୁ ଆରମ୍ଭ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ । ଏହା ୩ ଦିନ ପର୍ଯ୍ୟନ୍ତ ଯଥା ୨୧, ୨୨ ଓ ୨୩ ତାରିଖରେ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି । ଦିନ…