Tag: Srimandir

Mahaprasad Prices to Be Fixed: ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ ହେବ: ଆଇନ ମନ୍ତ୍ରୀ

ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣ ଏବଂ ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛନ୍ତି । ମହାପ୍ରସାଦର ସୁବ୍ୟବସ୍ଥିତ ଉପଲବ୍ଧତା ଓ ଆନନ୍ଦ ବଜାରକୁ ଅଧିକ…

Puri Srimandir Ratna Bhandar Inventory: ଆଜିଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ 

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ବହୁମୂଲ୍ୟ ଅଳଙ୍କାରର ଗଣତି ଓ ଓଜନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ମନ୍ଦିରର ବିଭିନ୍ନ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି (ଦୁଇ ଦିନ) ମଧ୍ୟରେ ଏହି ଗଣତି କାର୍ଯ୍ୟ ଶେଷ…

Ratha Jatra: ପବିତ୍ର ରଥଯାତ୍ରା; ସିଂହଦ୍ୱାର ଠାରେ ଟଙ୍କ ତୋରାଣି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ରଥାରୂଢ ମହାବାହୁକୁ ଦେଖିବା ପାଇଁ ଆତୁର ନୟନରେ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Digital Hundi For Puri Srimandir: ଶ୍ରୀମନ୍ଦିରରେ ଶୁଭାରମ୍ଭ ହେଲା ଡିଜିଟାଲ ହୁଣ୍ଡି

ଶ୍ରଦ୍ଧାଳୁଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପାଇଁ ‘ସମର୍ପଣ’ ନାମକ ଡିଜିଟାଲ ହୁଣ୍ଡି । ମନ୍ଦିର ପ୍ରଶାସନ ସହିତ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର…

Drone Flies over Jagannath Temple: ରଥ ଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍

ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ସକାଳୁ ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚାରି ପାଖରେ ଉଡ଼ିଥିଲା ଡ୍ରୋନ୍‌ । ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନ୍ ସତ୍ତ୍ଵେ ପୁଣି ଉଡିଲା ଡ୍ରୋନ୍ । ରଥଯାତ୍ରା ପୂର୍ବରୁ ଏହାକୁ ନେଇ ଶ୍ରୀମନ୍ଦିର…

Puri Jagannath Temple Survey: ୧୮ରେ ଶ୍ରୀମନ୍ଦିର ମଧ୍ୟରେ ASI ଓ SJTAର ମିଳିତ ସର୍ଭେ

୧୮ରେ ଶ୍ରୀମନ୍ଦିର ମଧ୍ୟରେ ହେବ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI)ର ମିଳିତ ସର୍ଭେ । ଓଡ଼ିଶା ସରକାର ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ମିଳିତ ବୈଷୟିକ ଯାଞ୍ଚ ପାଇଁ ସ୍ଥିର କରିଛନ୍ତି।…

Puri Residents to Get Special Darshan: ମହାପ୍ରଭୁଙ୍କ ଦର୍ଶନ ହେବ ସହଜ; ଆଧାର ଦେଖାଇ ସିଧା ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ପୁରୀବାସୀ

ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ ପଦକ୍ଷେପ ନିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଓକାକ୍ (OCAC) ସହଯୋଗରେ ପୁରୀବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ପୁରୀ ସହରର…

Jagannath Darshan: ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ଜଣେ ଗିରଫ

ଭକ୍ତଙ୍କ ଠାରୁ ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ଜଣେ ଗିରଫ। ପୁରୀ ସିଂହଦ୍ବାର ଥାନାରେ ମାମଲା ପରେ ଜଣଙ୍କୁ ଗିରଫ କଲା ପୋଲିସ । ପୁରୀ ସିଂହଦ୍ୱାର ପୋଲିସ ମନ୍ଦିର ପରିସରରେ କାର୍ଯ୍ୟ କରୁଥିବା ଠକ ଗୋଷ୍ଠୀ ଉପରେ…

DaldaGhee Seized in Srimandir: ଶ୍ରୀମନ୍ଦିର ଭିତରକୁ ଜବତ ହେଲା ୩୦ ପ୍ୟାକେଟ୍ ଡାଲଡା ଘିଅ

ପୁରୀ ଶ୍ରୀମନ୍ଦିରରୁ ଜବତ ହେଲା ଡାଲଡା ଘିଅ । ଶୁଦ୍ଧ ଗୁଆ ଘିଅ ବଦଳରେ ଡାଲଡା ଘିଅ ବ୍ୟବହାର କରୁଥିବାରୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଚଢାଉବେଳେ ୩୦ ପ୍ୟାକେଟ ଡାଲଡା ଘିଅ ଜବତ ହୋଇଥିବା…

Ratna Bhandar Counting: ନିଳାଦ୍ରୀ ବିଜେ ପରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ନିଳାଦ୍ରୀ ବିଜେ ପରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଏ ନେଇ ଆଜି ପରିଚାଳନା କମିଟି ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଛନ୍ତି ଆଗକୁ ସ୍ନାନଯାତ୍ରା ଓ ଘୋଷଯାତ୍ରା ଥିବାରୁ…