Tag: Srimandir

Mobile Inside The Jagannath Temple: ଖଜା ଡାଲାରେ ମୋବାଇଲ; ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି ସଂଖ୍ୟାଲଘୁ ଟୋକା !

ୱାଶିଂଟନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଲ୍‌ ରୁମ୍ ପାର୍ଟି ଉପରକୁ ବନ୍ଧୁକଧାରୀର ଆକ୍ରମଣ ସାରା ବିଶ୍ବରେ ଚହଳ ପକାଇ ଦେଇଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଥରେ ଭାବିନିଅନ୍ତୁ ଯେ, ଶ୍ରୀମନ୍ଦିରରେ ଯଦି ଏମିତି କିଛି ଅଘଟଣ ଘଟେ…

Slot Booking System for Jagannath Darshan: ଖୁବ୍‌ ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ: ପୃଥ୍ୱୀରାଜ ହରିଚନ୍ଦନ

ଖୁବ୍‌ ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଉଭୟ ଲାଇନ ଓ ସ୍ଲଟ୍‌ ବୁକିଂ ଦର୍ଶନ ଜାରି ରହିବା ନେଇ…

Today Banakalagi Niti: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି; ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର, ମହାସ୍ନାନ କରାଯିବ। ସେଥିପାଇଁ ୪ଘଣ୍ଟା ବନ୍ଦ ରହିବ…

PaitaLagi Ritual: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି । ଏଥିଲାଗି ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ବୈଶାଖ କୃଷ୍ଣ ଚତୁର୍ଥୀରେ ଶ୍ରୀବିଗ୍ରହଙ୍କ ପଇତାଲାଗି ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ…

Crowd Surge Near Dola Bedi At Puri: ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ଠେଲାପେଲା

ଆଜି ହେଉଛି ପବିତ୍ର ଦୋଳପୂର୍ଣ୍ଣିମା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀରେ ବୀଜେ କରିଛନ୍ତି । ଆଜି ଭଗବାନ ଭକ୍ତଙ୍କ ଗହଣରେ ହୋଲି ଖେଳିବେ । ଏଥିପାଇଁ ପ୍ରବଳ ଭକ୍ତଙ୍କ ଭିଡ଼…

Banakalagi Niti: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି । ଏହି ନୀତି ପାଇଁ ସର୍ବସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ଵିତୀୟ ଭୋଗମଣ୍ଡପ…

Minor Beaten Up In Srimandir: ଶ୍ରୀମନ୍ଦିରରେ ପୋଲିସ ମାଡ଼ରେ ନାବାଳକ ଗୁରୁତର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ନାବାଳକ ପୁଲିସ ମାଡ଼ରେ ଗୁରୁତର ହୋଇଛି । ନାବାଳକଙ୍କ ପରିବାର ଲୋକ କହିଛନ୍ତି ଯେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ପୁଅକୁ ବାଡେଇ ଥିଲେ…

Mobile Ban Imposed On Sevayats : ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା କଟକଣା; ଖୋଲାଖୋଲି କରିପାରିବେନି ମୋବାଇଲ୍ ବ୍ୟବହାର

ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା । ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ମନ୍ଦିର ଭିତରେ ଖୋଲାଖୋଲି ମୋବାଇଲ୍ ବ୍ୟବହାର…

Opening Puri Temple at midnight for New Year: କାହିଁକି ୩୧ ମଧ୍ୟରାତ୍ରରେ ଅନିଦ୍ରା ରହିବେ ମହାପ୍ରଭୁ ?

ନୂଆବର୍ଷ ପାଇଁ ଏବେ ଉଠୁଛି ପଡ଼ୁଛି ପୁରୀ ସହର । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା ବେଳେ ଅବ୍ଯବସ୍ଥାକୁ ନେଇ ଭକ୍ତ ମହଲରେ ବଢୁଛି ତୀବ୍ର ଅସନ୍ତୋଷ । ଆଉ ଏହା ଭିତରେ ନୂଆବର୍ଷ ପାଇଁ ୩୧…

Srimandir Inside Photo Viral: ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ଭାଇରାଲ ମାମଲା: କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର- ଆଇନ ମନ୍ତ୍ରୀ

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଏଥିପାଇଁ କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର । କଠୋର ପଦକ୍ଷେପ ନେଇ କିପରି ବନ୍ଦ କରାଯିବ ଆଲୋଚନା ଚାଲିଛି । ପୁରୁଣା…