ଭଦ୍ରକ ଚରମ୍ପା ରେଳ ଷ୍ଟେସନରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ୩ ନମ୍ବର ପ୍ଲାଟଫର୍ମର ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ରେଲୱେ ପୋଲିସ । ତେବେ ଯୁବକ କାହିଁକି ଆତ୍ମହତ୍ୟା କଲେ ଏହାର କାରଣ ଜଣା ପଡ଼ି ନଥିବା ବେଳେ ଯୁବକ ଘର କିସାନଗଞ୍ଜ ବୋଲି ଅନୁମାନ କରାଯାଉଛି । Post navigation Noida Building Fire: ନୋଏଡ଼ାର ଏକ ଆବାସିକ ବିଲ୍ଡିଂରେ ଅଗ୍ନିକାଣ୍ଡ; ୨ ମୃତ बंगाल में ममता बनर्जी को बड़ा झटका, मदन मित्रा ने भी छोड़ा साथ