ଆସନ୍ତା ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ଥିବା ଅଙ୍ଗଲାଗି ଗହଣାର ଗଣତିମଣତି କରାଯିବ । ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର କମିଟି । ରତ୍ନଭଣ୍ଡାର କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଓ ସ୍ନାନ ପୂର୍ଣ୍ଣିମାରେ ଉଲାଗି ଅଳଙ୍କାରର ଗଣତି କରାଯିବ। ଏହି ଗଣତି କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ହେବ । ଏହା ସହ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଗଣତି ତାରିଖ ପରେ ସ୍ଥିର ହେବ । Post navigation Student Found Dead At BBSR Apartment: ଭୁବନେଶ୍ୱର ଜଳବାୟୁ ଟାୱାର ତଳୁ ମୃତଦେହ ମିଳିବା ଘଟଣା; ପ୍ରେମିକାଙ୍କୁ ଦେଖାକରିବାକୁ ଆସି ଛାତ୍ର ମୃତ Santrupt Misra Out: ବିଜେଡି ସଂସଦୀୟ ଦଳ ବୈଠକରୁ ସଂତୃପ୍ତ ଆଉଟ୍!