ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ବର୍ଷିଲେ ସୋଫିଆ ଫିର୍ଦ୍ଦୋସ୍ । ସେ କହିଛନ୍ତି ପିସିସି ସଭାପତି ଯେଉଁଭଳି ଦାୟିତ୍ୱ ନେଇ କାମ କରିବା କଥା ଭକ୍ତ ଦାସ କରୁନାହାନ୍ତି । ରାହୁଲ ଗାନ୍ଧୀଙ୍କ ଯେଉଁ ଭିଜନ୍ ଅଛି କାମ କରିବାର, ତାହା କରୁ ନାହାନ୍ତି । ବଡ଼ ବଡ଼ ପ୍ରସଙ୍ଗରେ ଦଳ ସରକାରଙ୍କୁ ଘେରି ପାରୁନାହିଁ । ବହି ଇସୁ ହେଉ କି ସିଜିମାଳୀ, ଲୋକଙ୍କ ପାଇଁ ଛିଡ଼ା ହେବାର ଭଲ ସୁଯୋଗ ରହିଛି । ବିଜେଡି ଦୁର୍ବଳ ହୋଇଯାଇଛି, ଏସମୟରେ କଂଗ୍ରେସ ପାଇଁ ସୁଯୋଗ ଅଛି କିନ୍ତୁ ପିସିସି ସଭାପତି କୌଣସି କାମ କରିପାରୁନାହାନ୍ତି। Post navigation Hirakud Dam Flood Water Release: ହୀରାକୁଦର ୧୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି Novo Nordisk launches World’s first Once-Weekly Insulin ‘Awiqli’ in India