Tag: PCC President

Baranga Third-Degree Case: ବାରଙ୍ଗ ପୋଲିସର ମାଡ଼ରେ ଲହୁ ଲୁହାଣ ରାକେଶଙ୍କୁ ସାକ୍ଷାତ କଲେ ପିସିସି ସଭାପତି ଭକ୍ତ ଦାସ

ବାରଙ୍ଗ ପୋଲିସର ନିର୍ମମ ମାଡରେ ଚଣ୍ଡି ପ୍ରସାଦ ଗ୍ରାମର ଲହୁଲୁହାଣ ରାକେଶ ବେହେରାଙ୍କୁ କଟକ ଏସସିବି ମେଡିକାଲରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ କଂଗ୍ରେସର ଏକ ଉଚ୍ଚ ସ୍ତରୀୟ ନେତୃମଣ୍ଡଳୀ ସାକ୍ଷାତ କରିଛନ୍ତି । ପିସିସି ସଭାପତି…

Meet The Press: ବହୁବର୍ଷ ପରେ କଂଗ୍ରେସର ତୃଣମୂଳ ସଂଗଠନ ଗଢ଼ାହେଉଛି; ଦଳକୁ ଆଉ କେହି ଅଟକାଇପାରିବେନି: ଭକ୍ତ

ରବିବାର ସନ୍ଧ୍ୟାରେ ହୋଟେଲ ଏଚ୍‌ଏଚ୍‌ଆଇରେ ପିସିସି ସାମାଜିକ ଗଣମାଧ୍ୟମ ବିଭାଗ ଦ୍ବାରା ଆୟୋଜିତ ‘ମିଟ୍‌-ଦି-ପ୍ରେସ୍’ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉଦ୍‌ବୋଧନର ଦେଇ କହିଛନ୍ତି; ଅଶୀ ଦଶକରେ କଳାହାଣ୍ଡିରେ ଦୁର୍ଭିକ୍ଷ ଭଳି ପରିସ୍ଥିତିରେ ଆମର ସଂଘର୍ଷମୟ ବ୍ୟାଖ୍ୟାନକୁ…

Bhakta Das Targets Govt: ଗଞ୍ଜାମ ଜିଲ୍ଲାରେ ଦଳିତଙ୍କ ଉପରେ ଆକ୍ରମଣ; ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ

ଗଞ୍ଜାମ ଜିଲ୍ଲାରେ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ବଡ ବଦାଙ୍ଗୀ ଗ୍ରାମରେ ବିବାହ ଶୋଭାଯାତ୍ରା ଯାଉଥିବା ବେଳେ ଗାଁର ସବର୍ଣ୍ଣ ଲୋକମାନେ ଜାତିଆଣ ମନୋଭାବ ନେଇ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଯେଉଁଥିରେ ୧୦ରୁ ଉର୍ଦ୍ଧ୍ୱ ଦଳିତ ଲୋକ…

Unpleasant comments On President’s Japur Visit: ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତକୁ ନେଇ ଅରୁଚିକର ମନ୍ତବ୍ୟ; ସମଗ୍ର ଓଡିଆ ଜାତିକୁ ଅପମାନିତ କରିଛନ୍ତି ପିସିସି ସଭାପତି: ଗୌତମ ରାୟ

ଯେଉଁଦିନ ଠାରୁ ଓଡିଆ ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଦାୟିତ୍ୱ ଗ୍ରହଣ କରିଛନ୍ତି, ସେଦିନରୁ କଂଗ୍ରେସ ଦଳର ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ନେତା ଅରୁଚିକର ମନ୍ତବ୍ୟ ଦେଇ ଆସୁଛି । ରାଷ୍ଟ୍ରମୁଖ୍ୟଙ୍କୁ ନିଚ୍ଚା ଦେଖାଇବା ପାଇଁ ଅପଚେଷ୍ଟା କରୁଛି । ଏମିତି…

Rajya Sabha Elections: ରାଜ୍ୟର ସ୍ବାର୍ଥ ପାଇଁ ନବୀନଙ୍କ ସହ ଖୁବଶୀଘ୍ର ଭେଟଘାଟ ହେବ: ଭକ୍ତ ଦାସ

ଦଳର ମର୍ଯ୍ୟାଦା ଏବଂ ରାଜ୍ୟ ସ୍ୱାର୍ଥ ପାଇଁ ଓଡ଼ିଶା କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲଢ଼ିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଭକ୍ତ ଦାସ ଯାଜପୁର ଗସ୍ତ ସମୟରେ ପ୍ରତିକ୍ରିୟା ଦେଇ କହିଛନ୍ତି…

Bhakta Criticises Union Budget 2026: କେନ୍ଦ୍ରୀୟ ବଜେଟ୍ ଦିଶାହୀନ, ଦୃଷ୍ଟିହୀନ, ନୀତିହୀନ: ଭକ୍ତ ଚରଣ ଦାସ

ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ ୨୦୨୬ ଉପସ୍ଥାପନ କରିଛନ୍ତି । ଏହି ୨୦୨୬-୨୭ ଆଗତ ବଜେଟକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଭବନ ଠାରେ ଏକ ପ୍ରେସ ବିବୃତିରେ ନିଜ ମତାମତ…

Chandbali minor girl’s rape-murder case: ୨୭ ତାରିଖରେ ଭକ୍ତଙ୍କ ନେତୃତ୍ୱରେ ଚାନ୍ଦବାଲି ଗସ୍ତ କରିବେ ପିସିସି ପ୍ରତିନିଧି ଦଳ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଜଣେ ନାବାଳିକା ଦିବ୍ୟାଙ୍ଗ‌ଙ୍କୁ ଦୁଷ୍କର୍ମ ଓ ହତ୍ୟା ପରି ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି। ରାଜ୍ୟରେ କ୍ରମବଦ୍ଧିଷ୍ଣୁ ନାରୀ ନିର୍ଯାତନାର ଏହା ଅଉ ଏକ ଉଦାହରଣ। ଉକ୍ତ ଦିବଙ୍ଗତା ନାବାଳିକାଙ୍କ ପରିବାରକୁ ସମବେଦନା ଜଣାଇବା…

Moquim Letter To Sonia: ମୋକିମ୍‌ଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଦାସ

କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମ୍ ଚିଠି ଲେଖିବା ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି ଶୀଘ୍ର ଚାଲିଯିବା ଦରକାର। ରାହୁଲ ଗାନ୍ଧୀ ଓ…

Mohammed Moquim: ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମଙ୍କ ଚିଠି; ଭକ୍ତ ଦାସଙ୍କ ନେତୃତ୍ଵ ନେଇ ଉଠାଇଲେ ପ୍ରଶ୍ନ

ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଲେ ମହମ୍ମଦ ମୋକିମ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ଵ ନେଇ ଉଠାଇଲେ ପ୍ରଶ୍ନ । ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ମହମ୍ମଦ ମୋକିମ୍। ଭକ୍ତ ଦାସଙ୍କ ନେତୃତ୍ୱରେ ଆଗକୁ ବଢ଼ିବା ଅସମ୍ଭବ ।…

ନୂଆପଡ଼ାରେ ତ୍ରିମୁଖୀ ଲଢେଇ ହେବନାହିଁ; କେବଳ ବିଜେପି କଂଗ୍ରେସ ଲଢେଇ ହେବ: ପିସିସି ସଭାପତି

ନୂଆପଡା ଉପନିର୍ବାଚନ ପ୍ରସଙ୍ଗରେ ଆଜି ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ନୂଆପଡ଼ାରେ ତ୍ରିମୁଖୀ ଲଢେଇ ହେବନାହିଁ । କେବଳ ବିଜେପି କଂଗ୍ରେସ ଲଢେଇ…