Tag: bhakta das

Berhampur Attack Incident: ବ୍ରହ୍ମପୁର ବିଚ୍ ରାସ୍ତାରେ ଆକ୍ରମଣ ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ପିସିସି ସଭାପତି ଭକ୍ତ ଦାସ

ବ୍ରହ୍ମପୁର ଗିରିରୋଡ଼ ଛକ ନିକଟ ବିଚ୍ ରାସ୍ତାରେ ମରଣାନ୍ତକ ଆକ୍ରମଣ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଚ୍‌ ରାସ୍ତାରେ ଯୁବକଙ୍କ ସମେତ ବାନ୍ଧବୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଉଛି । ଯାହାକୁ ନେଇ ଏବେ ସାରା ଦେଶରେ ରାଜ୍ୟର ଆଇନ…

Mob Lynching In Bhubaneswar: ପୁଲିସକୁ ଦୁର୍ବଳ କରିଦେଇଛି ମୋହନ ସରକାର: ଭକ୍ତ ଦାସ

କଂଗ୍ରେସ ଭବନରେ ଗଣମାଧ୍ୟମକୁ ସମ୍ବୋଧନ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଓଡ଼ିଶାରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ କଣାସ-ବାଲିଅନ୍ତା-ବାଲିପାଟଣାରେ ତିନିତିନୋଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ…

Bhakta Das Targets Govt: ଗଞ୍ଜାମ ଜିଲ୍ଲାରେ ଦଳିତଙ୍କ ଉପରେ ଆକ୍ରମଣ; ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ

ଗଞ୍ଜାମ ଜିଲ୍ଲାରେ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ବଡ ବଦାଙ୍ଗୀ ଗ୍ରାମରେ ବିବାହ ଶୋଭାଯାତ୍ରା ଯାଉଥିବା ବେଳେ ଗାଁର ସବର୍ଣ୍ଣ ଲୋକମାନେ ଜାତିଆଣ ମନୋଭାବ ନେଇ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଯେଉଁଥିରେ ୧୦ରୁ ଉର୍ଦ୍ଧ୍ୱ ଦଳିତ ଲୋକ…

Congress Extends Support To Dr. Datteswar Hota: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସର ସମର୍ଥନ

କଂଗ୍ରେସ ପାର୍ଟି ଡା. ଦତ୍ତେଶ୍ୱର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ସମର୍ଥନ କରିବାର ଘୋଷଣା କରିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏହି…

Congress Misrana Parba: କଂଗ୍ରେସରେ ଯୋଗଦେଲେ କଟକର ବିଶିଷ୍ଟ ବିଜେଡି ନେତା ବିଶ୍ୱଜିତ ମହାନ୍ତି

କଂଗ୍ରେସ ଭବନଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଟକର ବିଶିଷ୍ଟ ବିଜେଡି ନେତା ତଥା ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତି ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦାନ କରିଛନ୍ତି । ମହାନ୍ତିଙ୍କୁ…

Rajya Sabha Elections: ରାଜ୍ୟର ସ୍ବାର୍ଥ ପାଇଁ ନବୀନଙ୍କ ସହ ଖୁବଶୀଘ୍ର ଭେଟଘାଟ ହେବ: ଭକ୍ତ ଦାସ

ଦଳର ମର୍ଯ୍ୟାଦା ଏବଂ ରାଜ୍ୟ ସ୍ୱାର୍ଥ ପାଇଁ ଓଡ଼ିଶା କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲଢ଼ିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଭକ୍ତ ଦାସ ଯାଜପୁର ଗସ୍ତ ସମୟରେ ପ୍ରତିକ୍ରିୟା ଦେଇ କହିଛନ୍ତି…

Gandhi Pathe Odisha Padyatra: ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଭକ୍ତ ଦାସଙ୍କ ଆହ୍ୱାନ

ମହାତ୍ମା ଗାନ୍ଧୀଙ୍କ ଅହିଂସା ସତ୍ୟ ଓ ନ୍ୟାୟର ଆଦର୍ଶକୁ ଆଧାର କରି ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରାର ତୃତୀୟ ଦିବସରେ ଭଦ୍ରକର ଚାରିବାଟିଆରୁ ତିହିଡ଼ି ପର୍ଯ୍ୟନ୍ତ ପଦଯାତ୍ରା ପରେ ଆୟୋଜିତ ପ୍ରତିବାଦ ସମାବେଶକୁ ସମ୍ବୋଧିତ କରି କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ଜନ୍ମଭୂମିରେ…

Gandhi Pathe Odisha Padyatra: ଭଦ୍ରକ ଜିଲ୍ଲାରେ ପିସିସି ସଭାପତିଙ୍କ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରା

ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଭଦ୍ରକର ଇରମ ଠାରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ଏବଂ ସେଠାରେ ଥିବା ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ବାସୁଦେବପୁର ପର୍ଯ୍ୟନ୍ତ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରାରେ ଯାଇଥିଲେ…

Bhakta Das In Rourkela: କଂଗ୍ରେସ ପାଇଁ କାର୍ଯ୍ୟ ନ କଲେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ – ଭକ୍ତ ଦାସ

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପଶ୍ଚିମ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିବସରେ ରାଉରକେଲା ଠାରେ ଏକ କର୍ମୀ ଏବଂ ସାଧାରଣ ଜନତା ସଭାରେ ସମ୍ବୋଧିତ କରିଛନ୍ତି । ରାଜ୍ୟ ସରକାରକୁ ସେ ଟାର୍ଗେଟ କରି କହିଛନ୍ତି ଯେ, ମନରେଗାର ଦୁରବସ୍ଥା…

Bhakta Das’s Visit To Western Odisha: ଆଗାମୀ ୧୭ ରୁ ୨୦ ତାରିଖ ମଧ୍ୟରେ ଭକ୍ତ ଦାସଙ୍କ ପଶ୍ଚିମ ଓଡିଶା ଗସ୍ତ

ଆଗାମୀ ୧୭ ରୁ ୨୦ ତାରିଖ ମଧ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ପଶ୍ଚିମ ଓଡିଶା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତା ୧୭ ଜାନୁଆରୀ ଝାରସୁଗୁଡାଠାରେ ଦିନ ୧୧.୩୦ ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…