ତାଜା ଖବର ରାଜନୀତି ରାଜ୍ୟ Chameli Ojha Row: ଚମେଲିଙ୍କ ଜୀବନ ପ୍ରତି ଆଗକୁ ବଡ଼ ବିପଦ ଆଶଙ୍କା: ଭକ୍ତ ଦାସ June 13, 2026 Nirvay କେନ୍ଦ୍ରାପଡ଼ା ତିଖିରୀ ପଞ୍ଚାୟତର ବହୁତ ଚର୍ଚ୍ଚିତ ସରପଞ୍ଚ ଚମେଲି ଓଝାଙ୍କ ବିରୋଧରେ ପୋଲିସ ପ୍ରଶାସନର ବେଆଇନ କାର୍ଯ୍ୟାନୁଷ୍ଠାନ ତଥା ଶାରୀରିକ ନିର୍ଯାତନାରେ ପୀଡିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ଚମେଲୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ…
ତାଜା ଖବର ରାଜ୍ୟ Chameli Ojha Row Escalates: ଜେଲ୍ରେ ଅସୁସ୍ଥ ହେବାରୁ ତିଖିରି ସରପଞ୍ଚ ଚାମେଲି ଓଝା ପୁଣି ଥରେ ମେଡିକାଲ୍ରେ ଭର୍ତ୍ତି June 13, 2026 Nirvay ଗିରଫ ପରେ ଜେଲ୍ରେ ପୁଣି ଅସୁସ୍ଥ ହୋଇ ପଡ଼ିଲେ କେନ୍ଦ୍ରାପଡା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଜେଲ୍ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…
ତାଜା ଖବର ରାଜନୀତି ରାଜ୍ୟ Demand for Dharmendra Pradhan’s Resign: ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଏବଂ ତାଙ୍କୁ ସୁରକ୍ଷା ଦେବା ବିଜେପି ଓ ମୋଦୀଙ୍କ ଭୁଲ୍: ଭକ୍ତ ଦାସ June 8, 2026 Papirani କେନ୍ଦ୍ର ଶିକ୍ଷା ବିଭାଗ ଗତ କିଛି ବର୍ଷ ହେଲା, ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଅମଳରେ, ଯେତେ ଥର ପ୍ରଶ୍ନପତ୍ର ପ୍ରଘଟ ପରି ମାମଲାରେ ଅଯୋଗ୍ୟତାର ପ୍ରମାଣ ଦେଲାଣି, ଅବିଳମ୍ବେ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଦାୟିତ୍ବମୁକ୍ତ କରିଥିଲେ ନିଜ ସମ୍ମାନ ରକ୍ଷା…
ତାଜା ଖବର ରାଜନୀତି ରାଜ୍ୟ Bhakta Das Targets BJP Govt: ମହାନଦୀ ଜଳକୁ ଛତିଶଗଡକୁ ଦାନକରି ପ୍ରଧାନମନ୍ତ୍ରୀ ଓଡିଶାରେ ପାଳିବେ ଉତ୍ସବ: ଭକ୍ତ June 3, 2026 Papirani ଦଶନ୍ଧି ଦଶନ୍ଧିର ଛତିଶଗଡ ସହ ଆମ ରାଜ୍ୟ ଓଡ଼ିଶାର ବୃହତ ସ୍ୱାର୍ଥ ସମ୍ବଳିତ ମହାନଦୀ ଜଳବିବାଦ ବିଷୟ ଓ ଏହି ନଦୀର ଜଳକୁ ବେସରକାରୀ କମ୍ପାନୀମାନଙ୍କ ହାତରେ ସମ୍ପୂର୍ଣ ଟେକି ଦେବାକୁ ନେଇ ପିସିସି ଗଣମାଧ୍ୟମ ବିଭାଗ ତରଫରୁ ବିଭାଗୀୟ ଅଧ୍ୟକ୍ଷ…
ତାଜା ଖବର ରାଜ୍ୟ Baranga Third-Degree Case: ବାରଙ୍ଗ ପୋଲିସର ମାଡ଼ରେ ଲହୁ ଲୁହାଣ ରାକେଶଙ୍କୁ ସାକ୍ଷାତ କଲେ ପିସିସି ସଭାପତି ଭକ୍ତ ଦାସ June 2, 2026 Papirani ବାରଙ୍ଗ ପୋଲିସର ନିର୍ମମ ମାଡରେ ଚଣ୍ଡି ପ୍ରସାଦ ଗ୍ରାମର ଲହୁଲୁହାଣ ରାକେଶ ବେହେରାଙ୍କୁ କଟକ ଏସସିବି ମେଡିକାଲରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ କଂଗ୍ରେସର ଏକ ଉଚ୍ଚ ସ୍ତରୀୟ ନେତୃମଣ୍ଡଳୀ ସାକ୍ଷାତ କରିଛନ୍ତି । ପିସିସି ସଭାପତି…
ତାଜା ଖବର ରାଜ୍ୟ Meet The Press: ବହୁବର୍ଷ ପରେ କଂଗ୍ରେସର ତୃଣମୂଳ ସଂଗଠନ ଗଢ଼ାହେଉଛି; ଦଳକୁ ଆଉ କେହି ଅଟକାଇପାରିବେନି: ଭକ୍ତ June 1, 2026 Papirani ରବିବାର ସନ୍ଧ୍ୟାରେ ହୋଟେଲ ଏଚ୍ଏଚ୍ଆଇରେ ପିସିସି ସାମାଜିକ ଗଣମାଧ୍ୟମ ବିଭାଗ ଦ୍ବାରା ଆୟୋଜିତ ‘ମିଟ୍-ଦି-ପ୍ରେସ୍’ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉଦ୍ବୋଧନର ଦେଇ କହିଛନ୍ତି; ଅଶୀ ଦଶକରେ କଳାହାଣ୍ଡିରେ ଦୁର୍ଭିକ୍ଷ ଭଳି ପରିସ୍ଥିତିରେ ଆମର ସଂଘର୍ଷମୟ ବ୍ୟାଖ୍ୟାନକୁ…
ତାଜା ଖବର ରାଜନୀତି ରାଜ୍ୟ Kalahandi Tragedy: କଳାହାଣ୍ଡି ଦୁର୍ଘଟଣାରେ ସରକାର ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରକୁ ଦିଅନ୍ତୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି: ଭକ୍ତ ଦାସ June 1, 2026 Papirani ପିସିସି ସଭାପତି ଦିନିକିଆ ଗସ୍ତରେ ଆଜି ସକାଳୁ ଭୁବନେଶ୍ୱରରୁ ବିମାନ ଯୋଗେ ଯାଇ ଉତ୍କେଲା ବିମାନ ବନ୍ଦରରେ ଓଲ୍ହାଇ ସିଧାସଳଖ କଳାହାଣ୍ଡି ଜିଲ୍ଲାର ଏମ ରାମପୁର ବ୍ଲକର ଗୌଡ଼ କର୍ଲାଖୁଣ୍ଟା ଗ୍ରାମକୁ ପହଞ୍ଚିଥିଲେ । ସୂଚନାଯୋଗ୍ୟ, ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ନିର୍ମାଣଧୀନ…
ତାଜା ଖବର ରାଜ୍ୟ Berhampur Attack Incident: ବ୍ରହ୍ମପୁର ବିଚ୍ ରାସ୍ତାରେ ଆକ୍ରମଣ ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ପିସିସି ସଭାପତି ଭକ୍ତ ଦାସ May 19, 2026 Papirani ବ୍ରହ୍ମପୁର ଗିରିରୋଡ଼ ଛକ ନିକଟ ବିଚ୍ ରାସ୍ତାରେ ମରଣାନ୍ତକ ଆକ୍ରମଣ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଚ୍ ରାସ୍ତାରେ ଯୁବକଙ୍କ ସମେତ ବାନ୍ଧବୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଉଛି । ଯାହାକୁ ନେଇ ଏବେ ସାରା ଦେଶରେ ରାଜ୍ୟର ଆଇନ…
ତାଜା ଖବର ରାଜନୀତି ରାଜ୍ୟ Mob Lynching In Bhubaneswar: ପୁଲିସକୁ ଦୁର୍ବଳ କରିଦେଇଛି ମୋହନ ସରକାର: ଭକ୍ତ ଦାସ May 10, 2026 Papirani କଂଗ୍ରେସ ଭବନରେ ଗଣମାଧ୍ୟମକୁ ସମ୍ବୋଧନ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଓଡ଼ିଶାରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ କଣାସ-ବାଲିଅନ୍ତା-ବାଲିପାଟଣାରେ ତିନିତିନୋଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ…
ତାଜା ଖବର ରାଜ୍ୟ Bhakta Das Targets Govt: ଗଞ୍ଜାମ ଜିଲ୍ଲାରେ ଦଳିତଙ୍କ ଉପରେ ଆକ୍ରମଣ; ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ April 28, 2026 Papirani ଗଞ୍ଜାମ ଜିଲ୍ଲାରେ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ବଡ ବଦାଙ୍ଗୀ ଗ୍ରାମରେ ବିବାହ ଶୋଭାଯାତ୍ରା ଯାଉଥିବା ବେଳେ ଗାଁର ସବର୍ଣ୍ଣ ଲୋକମାନେ ଜାତିଆଣ ମନୋଭାବ ନେଇ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଯେଉଁଥିରେ ୧୦ରୁ ଉର୍ଦ୍ଧ୍ୱ ଦଳିତ ଲୋକ…