ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ନେଇ ମିଳିଲା ଗ୍ରୀନ ସିଗ୍ନାଲ। ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। Post navigation ईद-उल-अज़हा पर सुवेंदु अधिकारी का बड़ा संदेश Congress Slams Police Violence: ଓଡ଼ିଶାରେ “ପୋଲିସ ହିଂସା” କୁ ନେଇ ବର୍ଷିଲା କଂଗ୍ରେସ