ରାଜଧାନୀ ଉପକଣ୍ଠ ବାଲିଅନ୍ତାର ସୌମ୍ୟରଞ୍ଜନଙ୍କ ହତ୍ୟା ମାମଲାରେ ପୁଣି ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗଣେଶ୍ୱର ଗଡ଼ାର ଅଲେଖ ଚନ୍ଦ୍ର ଜେନାଙ୍କ ପୁଅ ଅଶୋକ ଜେନା ଓରଫ୍ ଗେଡ଼ (୪୫) । ଏକ ହୋଟେଲରେ ଆତ୍ମଗୋପନ କରିଥିବାବେଳେ ଅଶୋକକୁ ଗିରଫ କରାଯାଇଛି । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଅନ୍ୟପଟେ ଏହି ଘଟଣାରେ ଆହୁରି ୧୦ ଜଣ ଫେରାର ରହିଥିବା ନେଇ ଆଜି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ବି ଗଙ୍ଗାଧର । Post navigation High-Level Meeting held on NEET Paper Leak at Rajnath Singh’s Residence Karnataka CM Resigns: ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା