ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ ଆକ୍ସନ । ଏ ନେଇ ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେ କହିଛନ୍ତି ତେଲ ଦର ବୃଦ୍ଧି ପରେ ବସ୍ ଭଡ଼ା ଅଧିକ ନେଉଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଆଗରୁ ୨% ଭଡ଼ା ବୃଦ୍ଧି ହୋଇଛି । ଧାର୍ଯ୍ୟ ହୋଇଥିବା ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ ଆକ୍ସନ । ଅନ୍ୟପଟେ ଭଡ଼ା ନ ବଢ଼ିଲେ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଛନ୍ତି ବସ ସଂଘ ସମ୍ପାଦକ । Post navigation Tamil Nadu CM Vijay meets PM Modi in Delhi Anti-Corruption Action in Odisha: ଲାଞ୍ଚ ନେଇ ତଳ କର୍ମଚାରୀଙ୍କୁ ଧରାପଡିଲେ ଉତ୍ତରଦାୟୀ ହେବେ ଉପରିସ୍ଥ ଅଧିକାରୀ: ଗ୍ରାମ୍ୟ ଉନ୍ନୟନ ବିଭାଗ