ହିଟ୍‌ୱେଭ୍‌ ନେଇ ସମ୍ବଲପୁର, ବଲାଙ୍ଗିରକୁ ରେଡ୍‌ ୱାର୍ଣ୍ଣିଂ । ୨୫-୨୭ ମଇ ପର୍ଯ୍ୟନ୍ତ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ଓ ତାତି ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏହା ସହ ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରଯାଇଛି।

Leave a Reply

Your email address will not be published. Required fields are marked *