Youth’s Suicide Outside Police Station: ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା

ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା । ମୟୂରଭଞ୍ଜ କୁଳିଅଣା ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା । ଥାନା ସମ୍ମୁଖରେ ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ କୁଳିଅଣା କାମତା ଗାଁର…

Morning School Date Extended in Nuapada: ନୂଆପଡ଼ା ଜିଲ୍ଲାରେ ବଢ଼ିଲା ସକାଳୁଆ ସ୍କୁଲ୍ ଅବଧି

ନୂଆପଡ଼ା ଜିଲ୍ଲାରେ ବଢ଼ିଲା ସକାଳୁଆ ସ୍କୁଲ୍ ଅବଧି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲା ପ୍ରଶାସନ ସକାଳ ସ୍କୁଲ ସମୟକୁ ଜୁନ୍ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଛାତ୍ରଛାତ୍ରୀମାନଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ଏହି…

Passenger Delivers Baby In Train: ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ପ୍ରସବ କଲେ ମହିଳା ଯାତ୍ରୀ

ଚଳନ୍ତା ଟ୍ରେନରେ ପ୍ରସବ କରିଛନ୍ତି ଜଣେ ମହିଳା ଯାତ୍ରୀ । ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସ ଭିତରେ ମହିଳା ଯାତ୍ରୀ ଶିଶୁପୁତ୍ର ଜନ୍ମ କରିଛନ୍ତି। କିଛି ସମୟ ବ୍ୟବଧାନରେ ଟ୍ରେନ୍ ଯାତ୍ରୀ ଜଣକ ଦୁଇଟି ସନ୍ତାନ ପ୍ରସବ ଗୋଟିଏ ଟ୍ରେନ୍ ଭିତରେ, ଅନ୍ୟଟି…

Student Death Case in Berhampur: ଅଡୁଆରେ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା; ଛାତ୍ରୀଙ୍କୁ ପ୍ରେମ, ପ୍ରତାରଣା ପରେ ଆତ୍ମହତ୍ୟା ପାଇଁ ପୋତ୍ସାହିତ ଅଭିଯୋଗ

ବ୍ରହ୍ମପୁର ଛାତ୍ରୀ ମୃତ୍ୟୁ ଘଟଣାରେ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ବିଶ୍ବଜିତ୍‌ଙ୍କ ନାଁରେ ମାମଲା । ଛାତ୍ରୀଙ୍କୁ ପ୍ରେମ, ପ୍ରତାରଣା ପରେ ହତ୍ୟା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ।ମନ୍ତ୍ରୀଙ୍କ ପୁତୁରା ବିଶ୍ବଜିତ ଜେନାଙ୍କ ସହିତ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିଲା…

NEET-UG 2026: ଆଜି ନିଟ୍-ୟୁଜି ପରୀକ୍ଷା 

ପ୍ରଶ୍ନପତ୍ର ଲିକ୍ ନେଇ ବିବାଦ ପରେ ଆଜି ଦେଶର ୫୬୪ଟି ସହରରେ NEET-UG 2026 ପରୀକ୍ଷା ପୁନଃପରିଚାଳନା କରାଯାଉଛି। ପେପର୍ ଲିକ୍ ଯୋଗୁଁ ଗତ ମାସରେ ପରୀକ୍ଷା ବାତିଲ୍ ହେବାପରେ ଏଥର କଡ଼ା ସୁରକ୍ଷା ସହିତ ତ୍ରୁଟିଶୂନ୍ୟ ଭାବେ ପରୀକ୍ଷା ପରିଚାଳନା…

Rayagada Mob Violence: ରେଡ୍‌ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ହିଂସା: ଏସ୍‌ପି

ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ରାୟଗଡ଼ା ଏସ୍‌ପି ରାଜ ପ୍ରସାଦ । ସେ କହିଛନ୍ତି ଏହି ଘଟଣା ଏକ ଅତ୍ୟନ୍ତ ନିନ୍ଦନୀୟ ଏବଂ ସମ୍ବେଦନଶୀଳ ଘଟଣା । ଏଥିରେ ୩…

International Yoga Day: ରାଜ୍ୟସ୍ତରୀୟ ଯୋଗ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଆଜି ସାରାଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଆଜି କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଯୋଗ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି…

Women Atrocities in Odisha: ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧିକୁ ନେଇ ବର୍ଷିଲେ ଭକ୍ତ

ଓଡ଼ିଶାରେ ମହିଳା ଅତ୍ୟାଚାର, ଦୁଷ୍କର୍ମ ଓ ହତ୍ୟା ବୃଦ୍ଧିକୁ ଅଣଦେଖା କରୁଥିବା ଦାବି କରି ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକ ଠାରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ…

Govt must be accountable for Women’s Safety: ନାରୀ ସୁରକ୍ଷା ଉପରେ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ: ବିଜେଡି

ଦିନେ ଶାନ୍ତିପ୍ରିୟ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଥିବା ଓଡିଶା ଏବେ ଦୁର୍ନୀତି, ଭିଡହିଂସା, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳାର ଅଧୋଗତି ପାଇଁ ସାରା ବିଶ୍ୱରେ ଅପଖ୍ୟାତି ଅର୍ଜନ କରୁଛି । ଏହାର ଉଦାହରଣ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଦୁଇ…