ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା । ମୟୂରଭଞ୍ଜ କୁଳିଅଣା ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା । ଥାନା ସମ୍ମୁଖରେ ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ କୁଳିଅଣା କାମତା ଗାଁର ଶିବପ୍ରସାଦ ବାରିକ। ପୁଲିସର ମାନସିକ ଅତ୍ୟାଚାର ଓ ଦୁର୍ବ୍ୟବହାର ସହ୍ୟ କରିନପାରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । Post navigation Morning School Date Extended in Nuapada: ନୂଆପଡ଼ା ଜିଲ୍ଲାରେ ବଢ଼ିଲା ସକାଳୁଆ ସ୍କୁଲ୍ ଅବଧି MLA’s Driver Detained for Harassing Minor Girl: ଟ୍ରେନ ଭିତରେ ନାବାଳିକା ଅସଦାଚରଣ ଅଭିଯୋଗରେ ଲକ୍ଷ୍ମୀପୁର ବିଧାୟକଙ୍କ ଡ୍ରାଇଭର ଗିରଫ