ନୂଆପଡ଼ା ଜିଲ୍ଲାରେ ବଢ଼ିଲା ସକାଳୁଆ ସ୍କୁଲ୍ ଅବଧି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲା ପ୍ରଶାସନ ସକାଳ ସ୍କୁଲ ସମୟକୁ ଜୁନ୍ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଛାତ୍ରଛାତ୍ରୀମାନଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ୨୫ ତାରିଖ ଯାଏଁ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ୍ ।

Leave a Reply

Your email address will not be published. Required fields are marked *