ତାଜା ଖବର ରାଜନୀତି ରାଜ୍ୟ Khadial NAC Chairman, Councillors Join BJP: ବିଜେପିରେ ଯୋଗ ଦେଲେ ଖଡିଆଳ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷଙ୍କ ସମେତ ଛଅ ଜଣ କାଉନସିଲର July 17, 2026 Papirani ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ଛଅ ଜଣ କାଉନସିଲରଙ୍କ ସହ ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେଇ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି । ରାଜ୍ୟ…
ତାଜା ଖବର ରାଜ୍ୟ Morning School Date Extended in Nuapada: ନୂଆପଡ଼ା ଜିଲ୍ଲାରେ ବଢ଼ିଲା ସକାଳୁଆ ସ୍କୁଲ୍ ଅବଧି June 21, 2026 Papirani ନୂଆପଡ଼ା ଜିଲ୍ଲାରେ ବଢ଼ିଲା ସକାଳୁଆ ସ୍କୁଲ୍ ଅବଧି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲା ପ୍ରଶାସନ ସକାଳ ସ୍କୁଲ ସମୟକୁ ଜୁନ୍ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଛାତ୍ରଛାତ୍ରୀମାନଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ଏହି…
ତାଜା ଖବର ରାଜ୍ୟ Diamonds Found In Nuapada: ନୂଆପଡ଼ା କାଲମିଦାଦର ଠାରେ ହୀରାପଥର ଚିହ୍ନଟ: ବିଭୂତି ଭୂଷଣ ଜେନା March 19, 2026 Papirani ନୂଆପଡ଼ା କାଲମିଦାଦର ଠାରେ ହୀରାପଥର ଚିହ୍ନଟ । ଓଡ଼ିଶାର ସମୃଦ୍ଧ ଖଣିଜ ସମ୍ଭାବ୍ୟତାକୁ ପ୍ରତିପାଦନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ରାଜ୍ୟ ସରକାର ନୂଆପଡା ଜିଲ୍ଲାରେ ହୀରା ପଥର ବାହାରିଥିବା ପ୍ରକାଶ କରିଛନ୍ତି। ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି…
ତାଜା ଖବର ରାଜ୍ୟ Nuapada BDO Assaulted: ନୂଆପଡ଼ା BDOଙ୍କୁ ମାଡ଼ January 19, 2026 Papirani ନୂଆପଡ଼ା ବିଡିଓଙ୍କୁ ମାଡ଼ । ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ନୂଆପଡ଼ା ବିଡିଓଙ୍କୁ ବିଚରାସ୍ତାରେ ମାଡ଼ । ଏହାପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଡିଓ ରୋହିତ ଭୋଇ । ଆଜି କିଛି ଯୁବକ ବ୍ଲକ କାର୍ଯ୍ୟାଳୟକୁ ଆସି ତାଙ୍କୁ ମାଡ ମାରିଥିବା…
ରାଜ୍ୟ CRPF Jawan Shoots Self: ନୂଆପଡ଼ାରେ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ December 12, 2025 Nirvay ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲାରେ । ସୁନାବେଡ଼ା ଅଭୟାରଣ୍ୟ ଢେକୁନ୍ପାନି CRPF କ୍ୟାମ୍ପରେ ସିଆର୍ପିଏଫ୍ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଡ୍ୟୁଟିରେ…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା ବିଜେପିକୁ: ଭୂପିନ୍ଦର November 20, 2025 Papirani ନୂଆପଡ଼ା ଉପନିର୍ବାଚନରେ ବିଜେଡ଼ିର ପରାଜୟ ପରେ ଦଳର ଭୁଲ କେଉଁଠି ରହିଲା ସେ ନେଇ ସମୀକ୍ଷା ଚାଲିଥିବା ବେଳେ ଏହାକୁ ନେଇ ମୁଁହ ଖୋଇଛନ୍ତି ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂ । ସେ କହିଛନ୍ତି ପ୍ରାର୍ଥୀ ଚୟନ ଭୁଲ ରହିଲା…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll Result: ନୂଆପଡ଼ା ଉପନିର୍ବାଚନ; ୨୧ ରାଉଣ୍ଡ ସୁଦ୍ଧା ୧ ଲକ୍ଷ ଟପିଲା ଜୟ ଢୋଲକିଆଙ୍କୁ ମିଳିଥିବା ଭୋଟ୍ November 14, 2025 Papirani ନୂଆପଡ଼ାରେ ରେକର୍ଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏକ ଲକ୍ଷ ଟପିଲା ଜୟଙ୍କ ସପକ୍ଷରେ ଜନତାଙ୍କ ଭୋଟ । ୨୧ ରାଉଣ୍ଡ ସୁଦ୍ଧା ୬୯,୨୨୫ ଭୋଟ ରେଆଗୁଆ ରହିଲା ବିଜେପି । ୨୧ ରାଉଣ୍ଡ ସୁଦ୍ଧା ଜୟ…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ନୂଆପଡାବାସୀ ଚାହୁଁଥିଲେ ପରିବର୍ତ୍ତନ; ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ: ମନମୋହନ ସାମଲ November 14, 2025 Papirani ନୂଆପଡା ଉପନିର୍ବାଚନରେ ବିଜୟ ଆଡକୁ ଅଗ୍ରସର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଭୋଟ୍ ଗଣତି ଚାଲିଥିବା ବେଳେ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ନୂଆପଡାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି…
ତାଜା ଖବର ରାଜ୍ୟ Nuapada Bypoll Results: ଭୋଟର ଟଙ୍କାରେ କିଣି ହୋଇଗଲେ, ମାଟି ପୁଅକୁ ଚିହ୍ନିଲେନି: ଘାସିରାମ November 14, 2025 Papirani ଉପନିର୍ବାଚନକୁ ନେଇ କ୍ଷୋଭ ପ୍ରକାଶ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ । ନୂଆପଡା ଉପନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦ ପ୍ରତି ବିଷୋଦଗାର କରିଛନ୍ତି ଘାସିରାମ । ସେ କହିଛନ୍ତି ଭୋଟର ଟଙ୍କାରେ କିଣି ହୋଇଗଲେ…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll Results: ନୂଆପଡ଼ା ଫଳାଫଳ; ବିଜୟ ମୁହାଁ ଜୟ; ଦଶମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ମିଳିଛି ୫୦,୩୩୩ ଭୋଟ୍ November 14, 2025 Papirani ଖୁବ୍ ଶୀଘ୍ର ନୂଆପଡ଼ା ବିଧାନସଭା ନିର୍ବାଚନୀ ମଣ୍ଡଳୀ ଦେଖିବ ନୂତନ ବିଧାୟକ । ଆଉ ମାତ୍ର କେତେ ଘଣ୍ଟା ପରେ ଜନାଦେଶ ସ୍ପଷ୍ଟ ହୋଇଯିବ । ନୂଆପଡା ପାଇଁ ଗଣତି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ…