Tag: Nuapada

Nuapada Counting Day: ନୂଆପଡ଼ା ଉପନିର୍ବାଚନ; ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮୩୯୮ ଭୋଟ୍‌ରେ ଆଗୁଆ ବିଜେପି ପ୍ରାର୍ଥୀ

ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନର ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮ ହଜାର ୩୯୮ ଭୋଟ୍‌ରେ ଆଗୁଆ। ପଞ୍ଚମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ୍ ପାଇଥିବା ବେଳେ…

ନୂଆପଡା ଉପ ନିର୍ବାଚନ: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି

ନୂଆପଡା ଉପ ନିର୍ବାଚନ ଗଣତି ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଅଛି। ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରେ ଉପନିର୍ବାଚନ ନେଇ ଷ୍ଟ୍ରଙ୍ଗ କୋଠରୀ ରହିଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ବଳୟ ରେ ସମସ୍ତ ଉଭିଏମ ଭି…

Nuapada Bypoll: ଆସନ୍ତା ୧୪ ତାରିଖ ସକାଳ ୮ଟାରୁ ୨୬ ରାଉଣ୍ଡରେ ହେବ ଭୋଟ ଗଣତି: ନୂଆପଡା ଜିଲ୍ଲାପାଳ

ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ ଭୋଟ୍‌ ଗଣତି ।ନଭେମ୍ବର ୧୪ ରେ ହେବାକୁ ଥିବା ନୂଆପଡା ବିଧାନସଭା ଉପନିର୍ବାଚନର ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୧୪ ତାରିଖ ସକାଳ ୮ଘଣ୍ଟା ରୁ ଭୋଟ ଗଣତି…

BJD Press Meet: ରାଜ୍ୟ ନିର୍ବାଚନ ଇତିହାସରେ, ନୂଆପଡା ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ: ବିଜେଡି 

ନୂଆପଡା ଉପନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରି, ଓ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହାସତ୍ତ୍ୱେ,…

Nuapada By-Election: ନୂଆପଡ଼ାରେ ରେକର୍ଡ ହୋଇଛି ୮୩.୪୫ ପ୍ରତିଶତ ମତଦାନ

ଦେଶରେ ୬ଟି ରାଜ୍ୟରେ ହେଉଥିବା ଉପନିର୍ବାଚନ ଶେଷ ହୋଇଛି । ଇଭିଏମରେ ବନ୍ଦ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏହାରି ମଧ୍ୟରେ ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ହୋଇଛି ୮୩.୪୫% ମତଦାନ । ଏ ନେଇ ECIଙ୍କ ପକ୍ଷରୁ ସୂଚନା ଜାରି ହୋଇଛି…

Nuapada Bye-Election: ନୂଆପଡ଼ାରେ ରେକର୍ଡ ଭୋଟିଂ;୮୧% ରୁ ଅଧିକ ମତଦାନ

ନୂଆପଡ଼ା ଉପ ନିର୍ବାଚନରେ ଏଥର ରେକର୍ଡ ସଂଖ୍ୟକ ଭୋଟ୍‍ଦାନ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ଭୋଟର ବିବରଣୀ ଅନୁଯାୟୀ ରାତ୍ରି ୧୧ ଟା ବେଳକୁ ନୂଆପଡା ରେ ରେକର୍ଡ ୮୧.୭୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ।…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ୫ଟା ସୁଦ୍ଧା ୭୫.୩୭ ପ୍ରତିଶତ ହୋଇଛି ଭୋଟିଂ

ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଚାଲିଛି। ୩୫୮ ଟି ମତଦାନ କେନ୍ଦ୍ରରେ ୨.୫୩ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ଆଜି ୫ଟା ସୁଦ୍ଧା ୭୫.୩୭ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ନିର୍ବାଚନରେ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ହୋଇଛି ୬୫.୫୬% ଭୋଟିଂ

ନୂଆପଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଭୋଟ ଦେଉଛି ନୂଆପଡ଼ାବାସୀ । ଦିନ ୩ଟା ସୁଦ୍ଧା ନୂଆପଡ଼ାରେ ୬୫.୫୬ ପ୍ରତିଶତ ଭୋଟିଂ ହୋଇଛି । ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ଏହି ନିର୍ବାଚନରେ ଶାସକ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ହୋଇଛି ୩୨.୫୧% ଭୋଟିଂ

ସୁରୁଖୁରୁରେ ଚାଲିଛି ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ।ଭୋଟ ଦେଉଛି ନୂଆପଡା । ଦିନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ଭୋଟିଂ ହୋଇଛି । ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ମୋଟ ୩୫୮ ବୁଥରେ ଚାଲିଛି…

Nuapada Bypoll: ନୂଆପଡା ଉପନିର୍ବାଚନରେ ସରକାରୀ ବଳର ଅପବ୍ୟବହାର କରୁଛି ବିଜେପି: ବିଜେଡି

ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା…