Tag: Nuapada

ନୂଆପଡାରେ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ, ୮୧ଜଣ ଗିରଫ

ବେଆଇନ ଜୁଆ କାର୍ଯ୍ଯକଳାପ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଫଳରେ ୮୧ ଜଣ ଜୁଆ ଖେଳାଳୀଙ୍କୁ ଗିରଫ କରିଛି ପୋଲିସ | ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ଖରିଆର ରୋଡ ନିକଟସ୍ଥ ଥେଲକୋଡୁଙ୍ଗୁରୀରେ ଏକ ଜୁଆ ଖେଳରୁ ବିଳାସପୂର୍ଣ୍ଣ ଗାଡି ସହିତ ୨୯ଲକ୍ଷ ଟଙ୍କାରୁ…

ବାଘଖିଆଙ୍କୁ ସାମାଜିକ ବାସନ୍ଦ କରାଯାଉ: ପିସିସିଏଫ ସୁଶାନ୍ତ ନନ୍ଦ

ନୂଆପଡାରେ କଲରା ପତରିଆ ବାଘ ମାରି ମାଂସ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ପ୍ରଥମ ଥର ଲୋକେ ବାଘ ମାରି ମାଂସ ଖାଉଥିବା ଦେଖିବାକୁ ମିଳିଛି । ମହାବଳ ବାଘ ହେଉ କି କଲରାପତରିଆ ଡିଫିକଲ୍ଟ…

ଘରୋଇ କଳିରୁ ଜଘନ୍ୟ କାଣ୍ଡ; ଶିଶୁପୁତ୍ରକୁ ହତ୍ୟା ସହ ଝିଅର ଗଳା କାଟିଲା ବାପା

ନୂଆପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରୋଇ କଳି ଉଗ୍ରରୂପ ନେଇଛି। ପିଶାଚ ବାପା ଜଘନ୍ୟ କାଣ୍ଡ କରିଛି। ୧୪ ମାସର ପୁଅକୁ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିଛି ବାପା। ବୋଡେନ ଥାନା…

ନୂଆପଡ଼ା ଏମଭିଆଇଙ୍କୁ ଗିରଫ କଲା ଭିଜିଲାନ୍ସ

ନୂଆପଡ଼ା ଏମଭିଆଇ ବିଜୟ ବେହୁରିଆଙ୍କୁ ଗିରଫ କରିଛି ଭିଜିଲାନ୍ସ । ୧ ଲକ୍ଷ ୩୨ ହଜାର ଟଙ୍କା ଜବତ ମାମଲାରେ ଭିଜିଲାନ୍ସ ଗିରଫ କରିଛି। ଶନିବାର ବିଜୟଙ୍କ ଗାଡ଼ିରୁ ଟଙ୍କା ଜବତ ହୋଇଥିଲା। ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ମେଡିକାଲ…