Low Quality Work in Key Infrastructure Projects: ନିଜ ନିର୍ବାଚନ ମଣ୍ଡଳୀରେ ନିମ୍ନମାନର କାମକୁ ନେଇ ବର୍ଷିଲେ ୩ ବିଜେପି ସାଂସଦ: ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

ରାଜ୍ୟରେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟର ଧୀମା ଗତି ଏବଂ ନିମ୍ନମାନର ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ୩ ଜଣ ବିଜେପି ସାଂସଦ। ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ସହ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ…

Fire Breaks Out in MKCG Medical College: ଏମକେସିଜି ମେଡିକାଲ ଗାଇନୋକୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ

ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଏକ ଅଗ୍ନିକାଣ୍ଡ ଘଟିଛି। ବିଭାଗର ଆନେସ୍ଥେଟିଷ୍ଟ ରୁମରେ ଏହି ନିଆଁ ଲାଗିଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଧନଜୀବନ ହାନି ଘଟିନାହିଁ। ସୋର୍ଟ ସର୍କିଟ…

Single-Use Plastic Ban in Puri: ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବନ୍ଦ ପାଇଁ ପୁରୀ ବେଳାଭୂମିରେ ସଚେତନତା ଅଭିଯାନ

ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବନ୍ଦ ପାଇଁ ପୁରୀ ବେଳାଭୂମିରେ ଆଜି ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମିର୍ଶନ ଲାଇଫ୍ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଥରେ ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍ ବିରୋଧରେ ସଚେତନ…

CM Majhi Sambalpur Visit: ଆସନ୍ତାକାଲି ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଖାଇର ପବିତ୍ର ଅବସରରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ କରି ଜିଲ୍ଲାବାସୀଙ୍କୁ ବହୁ ଉନ୍ନୟନମୂଳକ ପ୍ରକଳ୍ପର ଭେଟି ଦେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।…

Fire-Safety Inspection Drive: ଓଡ଼ିଶାରେ ମାସବ୍ୟାପୀ ଅଗ୍ନିଶମ ସୁରକ୍ଷା ଯାଞ୍ଚ ଅଭିଯାନ ଆରମ୍ଭ

ରାଜ୍ୟର ପ୍ରମୁଖ ସାର୍ବଜନୀନ ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଓଡ଼ିଶା ସରକାର ମଙ୍ଗଳବାରଠାରୁ ଏକ ମାସବ୍ୟାପୀ ବିଶେଷ ଯାଞ୍ଚ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।…

SSRB Rejects Dara Singh’s Premature Release Plea: ଜେଲରୁ ମୁକୁଳିପାରିବେନି ଦାରା ସିଂ: ଆଗୁଆ ମୁକ୍ତି ଆବେଦନକୁ ଖାରଜ କଲେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ

୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ପୋଡ଼ି ମାରିବା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ମୁକ୍ତି ସମ୍ଭାବନା କ୍ଷୀଣ ହୋଇଯାଇଛି। ଦାରା ସିଂହଙ୍କୁ ସମୟ…

Global Demand Soars For Koraput Coffee: କୋରାପୁଟ କଫିର ବଢ଼ୁଛି ଚାହିଦା: ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଓଡ଼ିଶାର ଗର୍ବ ଓ ଗୌରବ ‘କୋରାପୁଟ କଫି’ ଏବେ ବିଶ୍ୱ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କୋରାପୁଟ କଫିର ବିଶ୍ବସ୍ତରୀୟ ବ୍ରାଣ୍ଡିଂ ଏବଂ ପ୍ରଚାର-ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

Nandankanan Plans Open-Air Exposure For Orangutans: ନନ୍ଦନକାନନରେ ଓପନ୍ ଏନ୍‌କ୍ଲୋଜରକୁ ଯାଇପାରନ୍ତି ୫ ଓରାଙ୍ଗଉଟାନ୍

ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରହୁଥିବା ୫ଟି ଓରାଙ୍ଗଉଟାନ୍‌ଙ୍କୁ କାଚ ଘରୁ ବାହାର କରି ଓପନ୍ ଏନ୍‌କ୍ଲୋଜରକୁ ସ୍ଥାନାନ୍ତର କରିବା ପାଇଁ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି। ଏହି ବିରଳ ପ୍ରାଣୀମାନଙ୍କୁ ନୂଆ ପରିବେଶ ସହ ଖାପ ଖୁଆଇବା ପାଇଁ ପ୍ରଥମେ କ୍ୱାରେଣ୍ଟାଇନ୍‌ରେ ରଖାଯିବ।…

Chhatron Ki Goonj program in Odisha: ଅକ୍ଟୋବରରେ ଓଡ଼ିଶା ଆସି ପାରନ୍ତି ରାହୁଲ ଗାନ୍ଧୀ

ଆସନ୍ତା ଅକ୍ଟୋବର ମାସରେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ଛାତ୍ରଙ୍କ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ…

Major Security Lapse at Delhi Airport: ଏୟାର ଇଣ୍ଡିଆକୁ ସୋ-କଜ୍ ନୋଟିସ୍ ଜାରି

ବିମାନ ସେବା ଯୋଗାଣକାରୀ ସଂସ୍ଥା ‘ଏୟାର ଇଣ୍ଡିଆ’କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ପକ୍ଷରୁ ସୋ-କଜ୍ ନୋଟିସ୍ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଅଭିଯୋଗରେ ମନ୍ତ୍ରଣାଳୟ ଏହି ପଦକ୍ଷେପ ଗ୍ରହଣ କରିଛି। ମିଳିଥିବା ସୂଚନା ଅନୁଯାୟୀ,…