ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଏକ ଅଗ୍ନିକାଣ୍ଡ ଘଟିଛି। ବିଭାଗର ଆନେସ୍ଥେଟିଷ୍ଟ ରୁମରେ ଏହି ନିଆଁ ଲାଗିଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଧନଜୀବନ ହାନି ଘଟିନାହିଁ। ସୋର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

 

 

Leave a Reply

Your email address will not be published. Required fields are marked *