ରାଜ୍ୟର ପ୍ରମୁଖ ସାର୍ବଜନୀନ ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଓଡ଼ିଶା ସରକାର ମଙ୍ଗଳବାରଠାରୁ ଏକ ମାସବ୍ୟାପୀ ବିଶେଷ ଯାଞ୍ଚ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସପିଂ ମଲ୍, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସାର୍ବଜନୀନ ଓ ବ୍ୟାବସାୟିକ କୋଠାଗୁଡ଼ିକରେ ନିର୍ଦ୍ଧାରିତ ଅଗ୍ନିଶମ ନିୟମାବଳୀ ପାଳନ ହେଉଛି କି ନାହିଁ ତାହା ପରଖିବା ପାଇଁ ଚଢ଼ାଉ କରାଯିବ। Post navigation SSRB Rejects Dara Singh’s Premature Release Plea: ଜେଲରୁ ମୁକୁଳିପାରିବେନି ଦାରା ସିଂ: ଆଗୁଆ ମୁକ୍ତି ଆବେଦନକୁ ଖାରଜ କଲେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ CM Majhi Sambalpur Visit: ଆସନ୍ତାକାଲି ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ