ଦାୟିତ୍ୱରେ ଅବହେଳା ଏବଂ ସରକାରୀ କାର୍ଯ୍ୟ ନିର୍ବାହରେ ବିଫଳତା ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିକାରୀ (IIC) ଇନ୍ସପେକ୍ଟର ଗୟାନନ୍ଦ ଶାହଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ପୋଲିସ ଡିଜି ବିନୟତୋଷ ମିଶ୍ର ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *