ଆଜି ସକାଳ ୫ଟା ୭ ମିନିଟରେ ଇଣ୍ଡୋନେସିଆରେ ଏକ ମଧ୍ୟମ ଧରଣର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର ଧନଜୀବନ ହାନି କିମ୍ବା ସୁନାମି ଆଶଙ୍କା ନେଇ ସୂଚନା ମିଳିନାହିଁ। Post navigation Netanyahu Invites PM modi & Captain Smit: ଇସ୍ରାଏଲ୍ ସ୍ବାଧୀନତା ଦିବସରେ ଶିଖା ପ୍ରଜ୍ଜ୍ବଳନ କରିବେ PM ମୋଦୀ ଓ ‘ବୀର’ କ୍ୟାପଟେନ୍ ସ୍ମିତ୍: ନିମନ୍ତ୍ରଣ କଲେ ନେତନ୍ୟାହୁ India Asian Games medal tally 2026: ଏସିଆନ୍ ଗେମ୍ସ ୨୦୨୬: ୮୫ଟି ପଦକ ସହ ଅଭିଯାନ ଶେଷ କଲା ଭାରତ