ରାଜଧାନୀରେ ଚାଲିଥିବା ଅନଲାଇନ୍ ଅଟୋ ଚାଳକଙ୍କ ଆନ୍ଦୋଳନ ଘଟଣାରେ ପରିବହନ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ନିୟମ ଅମାନ୍ୟ କରୁଥିବା ଏବଂ ଗାଡ଼ିର ଆବଶ୍ୟକ କାଗଜପତ୍ର ନଥିବା ଅଟୋଗୁଡ଼ିକ ବିରୋଧରେ ପରିବହନ ବିଭାଗ କଠୋର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି। ଦୀର୍ଘଦିନ ଧରି ଫିଟ୍ନେସ୍ ସାର୍ଟିଫିକେଟ୍ ନଥିବା, ଚାଲାଣ ପେଣ୍ଡିଂ ଥିବା ଏବଂ ଇନ୍ସୁରାନ୍ସ ନଥିବା ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) ବାତିଲ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ (RTO) ମାନସ ମିଶ୍ର Post navigation Mukhya Mantri Sadak Yojana: ରାଜ୍ୟରେ ଆଉ ୫ ବର୍ଷ ବଢ଼ିଲା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା