ରାଉରକେଲା ଓ ଝାଡ଼ଖଣ୍ଡ ପୋଲିସର ମିଳିତ ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କେ. ବଲାଙ୍ଗ ଥାନା ନିକଟସ୍ଥ ଜଙ୍ଗଲରେ ଚାଲିଥିବା କୋମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ମାଓ ବିସ୍ଫୋରକ ଓ ମାରାତ୍ମକ ମାରଣାସ୍ତ୍ର ଜବତ କରାଯାଇଛି। ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା AK-47 ରାଇଫଲ, ଆଇଇଡି ସମେତ ଅନେକ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଛି ପୋଲିସ। Post navigation 3 Free LPG Cylinders per Family in Tamilnadu: ତାମିଲନାଡୁରେ ପ୍ରତି ପରିବାରକୁ ମିଳିବ ବର୍ଷକୁ ୩ଟି ମାଗଣା ଗ୍ୟାସ୍ ସିଲିଣ୍ଡର 3 School Buses Seized in Banki: ବାଙ୍କୀରେ ୩ଟି ସ୍କୁଲ ବସ୍ ଜବତ; ନଥିଲା ବୈଧ ପରମିଟ୍ ଓ ଫିଟନେସ୍ ସାର୍ଟିଫିକେଟ୍