ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନକୁ ନେଇ ଆସିଛି ନୂଆ ଅପଡେଟ୍ । ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ପରେ ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍ । ବର୍ତ୍ତମାନ ଜଳଭଣ୍ଡାରର ୧୧ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଜଳଭଣ୍ଡାରର ଜଳସ୍ତର ଏବଂ ଉପରମୁଣ୍ଡରୁ ଆସୁଥିବା ଜଳର ପରିମାଣକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। Post navigation Odisha Flood Alert: ରାଜ୍ୟରେ ବନ୍ୟା ପରିସ୍ଥିତି: ଯାଜପୁରରେ ୩୧୩ ଓ ଭଦ୍ରକରେ ୨୦୫ଟି ସ୍କୁଲ୍ ବନ୍ଦ ଘୋଷଣା Veteran Odia Singer Pranab Patnaik Passes Away: ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ