Tag: Flood

Snakebite Deaths Rise in Odisha: ରାଜ୍ୟରେ ବଢ଼ୁଛି ସର୍ପାଘାତ ଆତଙ୍କ; ଗୋଟିଏ ଦିନରେ ନେଲା ୬ ଜୀବନ

ରାଜ୍ୟରେ ଏବେ ବନ୍ୟା ଏବଂ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏସବୁ ଭିତରେ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସର୍ପାଘାତର ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି। ସାପ କାମୁଡ଼ାରେ ଅନେକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଆଜି ଗୋଟିଏ…

Four Sluice Gates Of Hirakud Dam Closed: ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍; ବର୍ତ୍ତମାନ ୧୧ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନକୁ ନେଇ ଆସିଛି ନୂଆ ଅପଡେଟ୍ । ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ପରେ ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍ । ବର୍ତ୍ତମାନ ଜଳଭଣ୍ଡାରର ୧୧ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଜଳଭଣ୍ଡାରର…

Odisha Flood: ରାଜ୍ୟରେ ବନ୍ୟା ପୀଡିତଙ୍କ ସାହାରା ସାଜିଲା କଂଗ୍ରେସ

ଚଳିତ ବର୍ଷ ଓଡିଶାର ଅନେକ ଜିଲ୍ଲାରେ ଦେଖାଯାଇଛି ବନ୍ଯା ସମସ୍ୟା। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ସରକାର । କଂଗ୍ରେସ କହିଛି ସରକାରଙ୍କ ବିଫଳ ବନ୍ଯାମୁକାବିଲା ନୀତି ପାଇଁ ଆଜି ଅନେକ ଲୋକ ହୋଇଛନ୍ତି ବାସଚ୍ଯୁତ ଅନେକଙ୍କ…

No Flood Threat in State: ରାଜ୍ୟରେ ନାହିଁ ଆଉ ବନ୍ୟା ଆଶଙ୍କା: EIC

ମହାନଦୀ କିମ୍ବା ଅନ୍ୟ ନଦୀରେ ବନ୍ୟା ଆଶଙ୍କା ନଥିବା ଆଜି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି ରାଜ୍ୟରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ବନ୍ୟା ସ୍ଥିତିରେ କ୍ରମଶଃ ସୁଧରିବାରେ ଲାଗିଛି। ମୁଣ୍ଡଳୀରେ…

No rain in Odisha for next 3 days: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା: ସୁରେଶ ପୂଜାରୀ

ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିଅଧ୍ୟାୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ନାହିଁ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ୩ ଦିନ ବର୍ଷାରୁ ମିଳିବ…

ବିପଦ ସଂକେତ ଉପରେ ବୈତରଣୀ ଓ ସୁବର୍ଣ୍ଣରେଖା

ବିପଦ ସଂକେତ ଉପରେ ବୈତରଣୀ ଓ ସୁବର୍ଣ୍ଣରେଖା । ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଉପର ମୁଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଛି। । ଫଳରେ ବୈତରଣୀ ଓ…

ବନ୍ୟା ପାଣିରେ ଜରୁରୀ ଅବତରଣ କଲା ରିଲିଫ୍ କାର୍ଯ୍ୟରେ ନିୟୋଜିତ ବାୟୁସେନା ହେଲିକପ୍ଟର

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବାୟୁସେନାର ହେଲିକପ୍ଟର । ହେଲିକପ୍ଟର ବ୍ଲେଡ୍ ଭାଙ୍ଗିଯିବାରୁ ବିହାରର ଦରଭଙ୍ଗା ଅଉରାଇ ବ୍ଲକ ବନ୍ୟା ପାଣିରେ ଜରୁରୀ ଅବତରଣ କରିଛି ରିଲିଫ୍ କାର୍ଯ୍ୟରେ ନିୟୋଜିତ ବାୟୁସେନା ହେଲିକପ୍ଟର । ହେଲିକପ୍ଟରରେ ଥିବା ୪ ସୁରକ୍ଷିତ ରହିଥିବା…

ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗତ କିଛିଦିନ ଧରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ବର୍ଷା ଲାଗି ରହିଥିବା ବେଳେ ଏହାର ପ୍ରଭାବରେ ବୁଢ଼ାବଳଙ୍ଗ, ବୈତରଣୀ,ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବାଲେଶ୍ୱରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।…

ଗୁଜରାଟରେ ବନ୍ୟା ସ୍ଥିତି; ୨ ଦିନରେ ୨୯ ମୃତ

ଜଳମଗ୍ନ ହେଲା ଗୁଜରାଟ। ଚାରିଆଡେ ଲାଗିଲା ବର୍ଷାର କର୍ଫ୍ୟୁ। ପ୍ରବଳ ବର୍ଷା ପରେ ହୋଇଛି ଜଳପ୍ରଳୟ। ବନ୍ୟା ସ୍ଥିତି ଉପୁଜିଛି। ଫଳରେ ଅଧା ରାଜ୍ୟ ପାଣିରେ ବୁଡ଼ି ଯାଇଛି। ଗତ ତିନି ଦିନ ମଧ୍ୟରେ ଏଠାରେ ୨୯ ଜଣ ପ୍ରାଣ ହରାଇ…

ଆସାମରେ ତାଣ୍ଡବ କରୁଛି ବନ୍ୟା: ୩୮ ମୃତ

ଆସାମରେ ବନ୍ୟାର ତାଣ୍ଡବ । ଆସାମ ବର୍ତ୍ତମାନ ଏକ ଭୟଙ୍କର ବନ୍ୟା ପରିସ୍ଥିତିର ସାମନା କରୁଛି । ସମ୍ପ୍ରତି ବନ୍ୟା ପରିସ୍ଥିତି ଗମ୍ଭୀର ରହିବା ସହିତ ଏଥିରେ ପ୍ରାୟ ୩୮ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି,…