Month: August 2026

India’s First Polymer Notes: ଭାରତରେ ଶୀଘ୍ର ପ୍ରଚଳିତ ହେବାକୁ ଯାଉଛି ପ୍ଲାଷ୍ଟିକ୍ ନୋଟ୍

ଭାରତରେ ଶୀଘ୍ର ପ୍ରଚଳିତ ହେବାକୁ ଯାଉଛି ପ୍ଲାଷ୍ଟିକ୍ ନୋଟ୍। ଆସନ୍ତା ଏପ୍ରିଲ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ନୋଟଗୁଡ଼ିକୁ ବଜାରକୁ ଛାଡ଼ିବାକୁ ଲକ୍ଷ୍ୟ ରଖିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ମୁଦ୍ରାନୀତି ବୈଠକ ପରେ ଏହି ପାଇଲଟ୍ ପ୍ରୋଜେକ୍ଟ…

मार्क जुकरबर्ग ने बच्चों के शोषण से जुड़ा कंटेंट, डीपफेक और ऑपरेटिंग एरर पर मांगी माफी

इंस्टाग्राम और व्हाट्सएप की मालिक कंपनी ‘मेटा प्लेटफॉर्म्स’ के चीफ एग्जीक्यूटिव मार्क जुकरबर्ग ने बच्चों के शोषण से जुड़ा कंटेंट, डीपफेक और ऑपरेटिंग एरर पर माफ़ी मांगी। सरकारी सूत्रों के…

Textbook Errors Row: ସଂଶୋଧିତ ପାଠ୍ୟ ପୁସ୍ତକ ତ୍ରୁଟି ସମ୍ପର୍କିତ ଦାବିକୁ ଖଣ୍ଡନ କଲେ ରାଜ୍ୟ ସରକାର: ସଂଶୋଧନ ପ୍ରକ୍ରିୟା ଜାରି ରହିଥିବା ସୂଚନା

ସଂଶୋଧିତ ପାଠ୍ୟପୁସ୍ତକରେ ତ୍ରୁଟି ଥିବା ଗଣମାଧ୍ୟମର ଦାବିକୁ ଖଣ୍ଡନ କଲା ଓଡ଼ିଶା ସ୍କୁଲ ଏବଂ ଗଣଶିକ୍ଷା ବିଭାଗ। ନୂତନ ସଂଶୋଧିତ ପାଠ୍ୟପୁସ୍ତକରେ ତ୍ରୁଟି ଥିବା ନେଇ ଗଣମାଧ୍ୟମରେ ପ୍ରସାରିତ ରିପୋର୍ଟକୁ ଭିତ୍ତିହୀନ ଏବଂ ଭ୍ରାମକ ବୋଲି କହି ଏହାକୁ ଖଣ୍ଡନ କରିଛି…

Bangladeshi Migrants: ଟ୍ୱିନ୍ ସିଟିରୁ ଆଉ ୬ ବାଂଲାଦେଶୀ ଚିହ୍ନଟ, ଖୁବ୍‌ଶୀଘ୍ର ଓଡ଼ିଶାରୁ ହେବେ ବିଦା

ଟ୍ୱିନ୍ ସିଟିରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କମିଶନରେଟ୍ ପୋଲିସ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ପ୍ରକ୍ରିୟା ଏବଂ ଡିପୋର୍ଟେସନ ଅଭିଯାନକୁ ପୋଲିସ ଆହୁରି ଜୋରଦାର କରିଛି। ଏହାରି ମଧ୍ୟରେ ଆଉ ୬ ଜଣ ବାଂଲାଦେଶୀ…

Balianta Mob Lynching case: ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ପକ୍ଷରୁ ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ବହୁ ଚର୍ଚ୍ଚିତ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଜିଆରପି କନଷ୍ଟେବଲ ସୌମ୍ୟରଞ୍ଜନ ସାହୁ ହତ୍ୟା ମାମଲା ତଦନ୍ତର ୯୦ ଦିନ ପୂରଣ ହେବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଭୁବନେଶ୍ୱର ଏସଡିଜେଏମ୍ (SDJM) କୋର୍ଟରେ କ୍ରାଇମବ୍ରାଞ୍ଚ ୭୬୭ ପୃଷ୍ଠାର…

5 अगस्त का इतिहास : आर्टिकल 370 हटाने से राम मंदिर निर्माण के भूमि पूजन तक

भारतीय कैलेंडर में 5 अगस्त कोई आम तारीख नहीं है, यह भारतीय इतिहास के पन्नों में सुनहरे अक्षरों में लिखा गया है । चाहे 2020 में अयोध्या में श्री राम…

Medical PG Question Paper Leak: ଏମ୍‌କେସିଜିରେ ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲା; ତଦନ୍ତ ପାଇଁ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍

ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ…