ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍ ଚନ୍ଦ୍ରଶେକରନ ଇସ୍ତଫା ଦେଇଛନ୍ତି । ଆଗକୁ କମ୍ପାନୀର ବାର୍ଷିକା ସାଧାରଣ ବୈଠକ ବା ଏଜିଏମ୍ ଥିବାବେଳେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ୍ ଟାଟାଙ୍କ ସହିତ ବିବାଦ କାରଣରୁ ଚନ୍ଦ୍ରଶେକରନ ଇସ୍ତଫା ଦେଇଥିବା କୁହାଯାଉଛି । ୧୯୮୭ରେ ଯୋଗ ଦେଇଥିବା ଚନ୍ଦ୍ରଶେଖରନ ୨୦୧୭ରୁ ଚେୟାରମ୍ୟାନ ରହିଥିଲେ ।

 

 

Leave a Reply

Your email address will not be published. Required fields are marked *