Month: August 2026

SHe-Box Portal Compliance: କଲେଜରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ: ‘ସି-ବକ୍ସ’ ପୋର୍ଟାଲ୍ ଅପଡେଟ୍ ଓ ନିୟମ କଡ଼ାକଡ଼ି ନିର୍ଦ୍ଦେଶ

ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରୀମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷପ ଗ୍ରହଣ କରାଯାଇଛି। କଲେଜ ପରିସରରେ ଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ‘ସି-ବକ୍ସ’ (SHe-Box)…

BJP Appointment of State In-charge and Co-In-charge: ୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି

ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ସାଂଗଠନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ରାଜ୍ୟ ପାଇଁ ନୂତନ ରାଜ୍ୟ ପ୍ରଭାରୀ ଏବଂ ସହ-ପ୍ରଭାରୀ ମାନଙ୍କ ନାମ ଘୋଷଣା କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ…

झारखंड में छात्रों की बड़ी जीत, सरकार ने JSSC-CGL परीक्षा रद्द करने का किया फैसला

झारखंड के मुख्यमंत्री हेमंत सोरेन ने राज्य की भर्ती परीक्षाओं में कथित गड़बड़ियों के खिलाफ छात्रों के 24 दिन के विरोध-प्रदर्शन के बाद एक बड़ा ऐलान किया है। झारखंड में…

Security Lapse at Puri Jagannath Temple: ଶ୍ରୀମନ୍ଦିର ଉପରେ ଚଢିଗଲେ ଯୁବକ; ସିଂହଦ୍ୱାର ଥାନାରେ ଅଟକ

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଉପରକୁ ଉପରେ ଚଢିଗଲେ ଯୁବକ । ଜଣେ ଯୁବକ ଶ୍ରୀମନ୍ଦିରର ଆଁଳାବେଢ଼ା ପର୍ଯ୍ୟନ୍ତ ଚଢ଼ିଯାଇଥିଲେ ଏବଂ ଦୀର୍ଘ ସମୟ ଧରି ମନ୍ଦିରର ବିଭିନ୍ନ ଅଂଶରେ ବୁଲାବୁଲି କରିଥିଲେ। ଯୁବକ…

Odisha Interim DGP Meets Governor: ରାଜ୍ୟପାଳଙ୍କୁ ସାକ୍ଷାତ କଲେ ନୂତନ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ର

ଲୋକ ଭବନଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି ଓଡ଼ିଶା ପୋଲିସର ନୂତନ ଅନ୍ତରୀଣ ମହାନିର୍ଦ୍ଦେଶକ (DGP) ବିନୟତୋଷ ମିଶ୍ର। ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ରାଜ୍ୟପାଳ ନୂତନ ଡିଜିପିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ​ସାକ୍ଷାତକାର ଅବସରରେ ରାଜ୍ୟପାଳ…

Odisha Floods: ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ତ୍ୱରିତ ପଦକ୍ଷେପ

ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଜଳ ଯୋଗାଣ ବ୍ୟବସ୍ଥାକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନ ପକ୍ଷରୁ କ୍ଷେତ୍ରସ୍ତରରେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ପର୍ଯ୍ୟାପ୍ତ ପରିମାଣର ପାଣି ବୋତଲ ଓ ପାଣି ପାଉଚ୍‌…

Capital Hospital Doctor Nabbed by Vigilance: ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର

ରାଜଧାନୀ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଡାକ୍ତର ସତ୍ୟଜିତ ବେହେରା। ଏକ NGO କର୍ମଚାରୀଙ୍କ ଦରମା ବିଲ୍‌ ପାଇଁ ଆବଶ୍ୟକ ୱାର୍କ…