Month: May 2024

ବିଜେପି ସରକାର ଆସିଲେ ସିଏଏ ଆଇନ୍‌ ଲାଗୁ କରିବା ସହ ପଟ୍ଟା ବଣ୍ଟନ କରାଯିବ: ବୈଜୟନ୍ତ

ଚଳିତ ବର୍ଷର ଶେଷ ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡ଼ାର ଜମ୍ବୁ ବଜାର ପଡ଼ିଆରେ ବିଜେପିର ବିଶାଳ ସମାବେଶରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ପଟ୍ଟା ନାଁରେ ୨୫…

ଓଡ଼ିଶାର ଭବିଷ୍ୟତ ବ୍ୟକ୍ତିଗତ ସମ୍ପର୍କଠୁ ଉର୍ଦ୍ଧ୍ଵରେ: ନରେନ୍ଦ୍ର ମୋଦି

ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତ ଜୁନ୍‌ ୧ ଭୋଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏକ ଗଣମାଧ୍ୟମକୁ ମୋଦି ସାକ୍ଷାତକାର ଦେଇ ଓଡ଼ିଶା ରାଜନୀତି ବିଷୟରେ ଅନେକ କିଛି ଖୁଲାସା କରିଛନ୍ତି।…

ଜୁନ ୪ ପରେ ନବୀନ ହେବେ ଭୂତପୂର୍ବ ମୁଖ୍ୟମନ୍ତ୍ରୀ: ଅମିତ ଶାହ

ଭଦ୍ରକ ଚାନ୍ଦବାଲିରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଓଡ଼ିଶାରେ ସରକାର ଗଢିବା ସହ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ରଣହୁଙ୍କାର ଦେଇଛନ୍ତି । ଓଡ଼ିଶାର ଶାସନ…

ପ୍ରଶାନ୍ତଙ୍କ ମାମଲାରେ ନୂଆ ମୋଡ଼; ଅପରାଜିତା ପାଇଲେ ସିସିଟିଭି ଫୁଟେଜ

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଦିନକୁ ଦିନ ଆସୁଛି ନୂଆ ମୋଡ। ଏହି ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ…

ଜୟ ପଣ୍ଡା, ଆପଣ ସଂସଦକୁ ଯିବେ: ନରେନ୍ଦ୍ର ମୋଦି

ରାଜ୍ୟରେ ଶେଷ ନିର୍ବାଚନ ହେବାକୁଥିବା ବେଳେ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଲେଖିଲେ ଚିଠି। ସେ ଲେଖିଛନ୍ତି ବୈଜୟନ୍ତ ପଣ୍ଡା ଜୀ ମୁଁ ଆଶା କରୁଛି ଆପଣ ଭଲରେ ଥିବେ । ଦୁଇ…

ଅମିତ ଶାହ ଆସୁଛନ୍ତି, ପୁଣି ଘାଣ୍ଟିବେ

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର । ଓଡ଼ିଶାରେ ନିର୍ବାଚନ ଜିତିବାକୁ ବିଜେପି ସବୁ ପ୍ରକାରର ଉଦ୍ୟମ କରିଚାଲିଛି। ବାରମ୍ବାର ଓଡ଼ିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ନେତା । ବଡ ବଡ ନେତାଙ୍କୁ ପ୍ରଚାର ମୈଦାନକୁ ଆଣି ସରଗରମ କରୁଛି…

ପାନୀୟ ଜଳ ସମସ୍ୟା ନେଇ ମନ୍ତ୍ରୀ ତୁଷାରକାନ୍ତିଙ୍କୁ ବିରୋଧ

କୋଣାର୍କ: ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୋପ ବ୍ଲକ ତରକୋର ପଞ୍ଚାୟତ ଜଗନ୍ନାଥପୁରରେ ପ୍ରଚାର ପାଇଁ ଯାଇଥିବା ବେଳେ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ମନ୍ତ୍ରୀ ଭୋଟ ମାଗିବାକୁ ଯାଇଥିବା ବେଳେ ଲୋକମାନେ ତାଙ୍କୁ ନିଜର ଅସୁବିଧା ବିଷୟରେ ଜଣାଇଥିଲେ । ହେଲେ…

ବାଲେଶ୍ୱର ବିଜେଡିରେ ଫାଟ

ବିଜେଡ଼ର କଳି ବାଟରେ ପଡି ହାଟରେ ଗଡ଼ିଲାଣି ହେଲେ କିଛି ନେତା ଏହାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାଶ ଆଜି ତାଙ୍କ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାର…

ମିଶନ ଓଡ଼ିଶା ପାଇଁ ବିଜେପି ନେତାଙ୍କ ପ୍ରଚଣ୍ଡ ରୂପ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଓଡିଆ । ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ନିହାତି ଜରୁରୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ…

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟରେ ପ୍ରଭେଦ ଜାଣିନାହାନ୍ତି ନବୀନ: ଧର୍ମେନ୍ଦ୍ର

ଓଡ଼ିଶାର ମୁଖ୍ୟମନ୍ତ୍ରୀ ‘ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହି ସମ୍ବୋଧନ କରିବା ଦୁଃଖର କଥା। ରାଜ୍ୟର ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ଭାରତର ପ୍ରଧାନମନ୍ତ୍ରୀ କିଏ? ଓଡ଼ିଶାରେ ଏବେ ଭଡ଼ାଟିଆ ତାମିଲ୍‌ ସରକାର ଚାଲିଛି। ହେଲେ, ଏଥର ଏ ସରକାର ନିଶ୍ଚୟ ହଟିବ ଓ…