Month: May 2024

ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବ : ପ୍ରଧାନମନ୍ତ୍ରୀ

ବୁଧବାର ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି ମୋଦି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି। ଓଡ଼ିଶାରେ ମୋଦିଙ୍କ ଆଜି ପ୍ରଚାରର ଶେଷ ଦିନ ହୋଇଥିଲେ ମଧ୍ୟ ବିଜେଡିକୁ ସମାଲୋଚନା କରିବାର କୌଣସି ବି ସୁଯୋଗ ହାତଛଡା କରି ନାହାନ୍ତି।ଜୁନ୍ ୪ ପରେ ୬ ମାସରେ…

ରାଜ୍ୟରେ ଅସମ୍ଭାଳ ତାତି: ପାରଦ ୪୬ ଡିଗ୍ରୀ ଛୁଇଁଲା

କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବଢ଼ିଛି ଗ୍ରୀଷ୍ମ ପ୍ରବାହ। ଆଜି ପାରଦ ୪୬ ଡିଗ୍ରୀ ଛୁଇଁଛି।ଟିଟିଲାଗଡ଼ରେ ଆଜିର ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ସାଢ଼େ ୨ରେ ଝାରସୁଗୁଡ଼ା ୪୫.୬, ସମ୍ୱଲପୁର ୪୫.୨ ଡିଗ୍ରୀ,ହୀରାକୁଦ ୪୪.୮, ରାଉରକେଲା…

ବିଜେଡି ନେତା ନକଲି କାଗଜପତ୍ର କରି ଚାଷୀଙ୍କ ନାଁରେ ଋଣ କରିନେଇଛନ୍ତି: ମୋଦୀ

ରାଜ୍ୟର ଶେଷ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲେଶ୍ୱର ଜିଲ୍ଳାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଓଡ଼ିଶା ଲୋକଙ୍କ ଭଲପାଇବାକୁ ମୁଁ କେବେ ଭୁଲି…

ନିର୍ବାଚନ ଶେଷ ପୂର୍ବରୁ ଏକଜିଟ ପୋଲ ପ୍ରସାରଣ କଲା ଓଡ଼ିଆ ଟିଭି ଚାନେଲ

ଚତୁର୍ଥ ପର୍ଯ୍ୟାୟ ନିର୍ଵାଚନ ଏପ୍ରିଲ ୧ ରେ ଶେଷ ହେବାକୁ ଥିବାବେଳେ ଆଜି ଏକ ଘରୋଇ ଗଣମାଧ୍ୟମରେ ବିଧାନ ସଭା ନିର୍ବାଚନର ଏକଜିଟ ପୋଲ ପ୍ରସାରଣ କରାଯାଇଛି । ଯାହା ମଡେଲ ଆଚରଣ ସଂହିତାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛି ।ଏହି ଘଟଣା…

IPS ଆଶିଷ ସିଂଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଗଠନ ହେଲା ୬ ଜଣିଆ ମେଡିକାଲ ବୋର୍ଡ

ଭରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ IPS ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ ହେଲା। ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ECIଙ୍କ ନିର୍ଦ୍ଦେଶ ପରେ ଏମ୍ସ ଭୁବନେଶ୍ବର…

ଫେରିଲେ ଅନୁଭବ; କେନ୍ଦ୍ରାପଡ଼ା ସମ୍ପର୍କରେ କଲେ ପାଣ୍ଡିଆନଙ୍କ ଖୁଲାସା

ଆକ୍ଟିଭ ମୋଡରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି। ଓଡ଼ିଆ ଅସ୍ମିତା ଉପରେ ରିତୁରାଜଙ୍କ ସହ ଏକ ଭାବାତ୍ମକ ଭିଡ଼ିଓରେ ଦେଖା ଯାଇଛନ୍ତି ଅନୁଭବ । ଏହା ସହ ସୋସିଆଲ ମିଡ଼ିଆରେ ତଥ୍ୟ ପ୍ରମାଣ ସହ ରାଜନୀତିରେ ଦମଦାର…

ନବୀନଙ୍କ ସ୍ୱାସ୍ଥ୍ୟ ହାନି ପଛରେ ଷଡଯନ୍ତ୍ରର ସନ୍ଦେହ: ନରେନ୍ଦ୍ର ମୋଦି

ମୟୂରଭଞ୍ଜ ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପ୍ରସଙ୍ଗ ଉଠାଇଛନ୍ତି । ମୋଦୀ ପ୍ରଶ୍ନ କରିଛନ୍ତି ଅଚାନକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ମାତ୍ରାରେ ଖରାପ ହେଲା କେମିତି ? ନବୀନଙ୍କ ସ୍ବାସ୍ଥ୍ୟ ଖରାପ…

ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରର ଶାସନରେ ପଡ଼ିବ ପୂର୍ଣ୍ଣଛେଦ: ପ୍ରଧାନମନ୍ତ୍ରୀ

ଚଳିତବର୍ଷ ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ଓଡ଼ିଶା ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୟୂରଭଞ୍ଜ ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୁଧବାର ବାରିପଦାରେ ପହଞ୍ଚିବା ସହ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଆଜି ଓଡ଼ିଶାରେ ମୋର…

ପୁଣି ଗୋଟେ ଡିପ ଫେକ ଭିଡ଼ିଓ ଜାରି ହେଇଛି: ଜୟ ପଣ୍ଡା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପୁଣି ଥରେ ସମାଲୋଚନା କରିଛନ୍ତି। ବୈଜୟନ୍ତ ପଣ୍ଡା ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ଯେ, ଏ ଘଟଣା ପରେ ଆଉ…

ବିଜେପିରୁ ବିଦା ହେଲେ ହିମାଂଶୁ ସାହୁ

ବିଜେପିରୁ ବିଦା ହେଲେ ହିମାଂଶୁ ଶେଖର ସାହୁ। ଦଳବିରୋଧି କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କାର ହେଲେ ହିମାଂଶୁ। ଦଳ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।ବିଜେପି ଟିକେଟ ନମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ…