Month: April 2024

ମଇଦାନକୁ ଓହ୍ଲାଇଲେ ବୈଜୟନ୍ତ ପଣ୍ଡା

ବଡ ଲଢେଇ ପାଇଁ ପ୍ରସ୍ତୁତ ହେଉଛି କେନ୍ଦ୍ରପଡା । ବିଜେପି ଟିକେଟ ପାଇବା ପରେ କେନ୍ଦ୍ରାପଡାରେ ବିଶାଳ ରାଲି କରି ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବୈଜୟନ୍ତ ପଣ୍ଡା । ସେ କହିଛନ୍ତି କି, ମୋଦିଙ୍କ ବିକଶିତ ଭାରତ ଗଠନର ଆମର…

ପ୍ରାର୍ଥୀ ଘୋଷଣା: ବିଜେଡିର କାହିଁକି ଏତେ ମୁଣ୍ଡ ବିନ୍ଧା? ବିଜେପିର କାଉଣ୍ଟର ଆଟାକ୍‌

୧୪୭ଟି ବିଧାନସଭା ଆସନରେ ଉପଯୁକ୍ତ ପ୍ରାର୍ଥୀ ମିଳୁ ନଥିବା ବିଜେଡିର ଅଭିଯୋଗକୁ ନେଇ ବିଜେପିର କାଉଣ୍ଟର ଆଟାକ୍‌। ବିଜେଡିକୁ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ଆହ୍ବାନ, ପ୍ରଥମେ ସବୁ ୧୪୭ ଆସନରେ ପ୍ରାର୍ଥୀ ଘୋଷଣା କର । “ବିଜେପି ଟିକେଟ…

ପଦ୍ମ ଧରିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ଉତ୍କଳ ଦିବସରେ ବିଜେପିର ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ସେ ୨୦୧୯ ମସିହାରେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ବିଜୟୀ ହୋଇଥିଲେ । ୨ ଦିନ ତଳେ ବିଜେଡି…

ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଉପରେ ଆୟକର ରେଡ଼୍

ଭୁବନେଶ୍ୱରର ପ୍ରତିଷ୍ଠିତ କୋଚିଂ ସେଣ୍ଟର ବଣିକରେ ଆୟକର ବିଭାଗର ଚଢ଼ାଉ । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ଓ ଘର ଉପରେ ରେଡ୍ କରୁଛନ୍ତି ଇନକମ ଟ୍ୟାକ୍ସ ଅଫିସର । ଗତବର୍ଷ ମଧ୍ୟ ତାଙ୍କ ଶିକ୍ଷାନୁଷ୍ଠାନରେ ହୋଇଥିଲା ଜିଏସଟି…