ଉତ୍କଳ ଦିବସରେ ବିଜେପିର ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ସେ ୨୦୧୯ ମସିହାରେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ବିଜୟୀ ହୋଇଥିଲେ ।

୨ ଦିନ ତଳେ ବିଜେଡି ଛାଡ଼ିଥିଲେ ସିନେ ଷ୍ଟାର ଅନୁଭବ । ଅନୁଭବ କୌଣସି ଆସନରୁ ଲଢ଼ିବା ସମ୍ଭାବନା ବହୁତ କମ ହୋଇଥିବାରୁ ସେ କେବଳ ଦଳ ଓ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣା ପଡ଼ିଛି ।

ଓଡ଼ିଆ ଅସ୍ମିତା ଓ ଓଡ଼ିଆ ମାଟି ପାଇଁ ଲଢ଼ିବେ ବୋଲି କହିଛନ୍ତି ଅନୁଭବ ମହାନ୍ତି ।

By Nirvay

Leave a Reply

Your email address will not be published. Required fields are marked *