୧୪୭ଟି ବିଧାନସଭା ଆସନରେ ଉପଯୁକ୍ତ ପ୍ରାର୍ଥୀ ମିଳୁ ନଥିବା ବିଜେଡିର ଅଭିଯୋଗକୁ ନେଇ ବିଜେପିର କାଉଣ୍ଟର ଆଟାକ୍‌।

ବିଜେଡିକୁ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ଆହ୍ବାନ, ପ୍ରଥମେ ସବୁ ୧୪୭ ଆସନରେ ପ୍ରାର୍ଥୀ ଘୋଷଣା କର ।

“ବିଜେପି ଟିକେଟ ଦିଲ୍ଲୀରୁ ଘୋଷଣା ହୁଏ, ଠିକ୍ ସମୟରେ ହେବ। କିନ୍ତୁ ବିଜେଡିର କାହିଁକି ଏତେ ମୁଣ୍ଡ ବିନ୍ଧା, ନିଜେ ଆତ୍ମସମୀକ୍ଷା କରନ୍ତୁ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

By Nirvay

Leave a Reply

Your email address will not be published. Required fields are marked *